ପଣ୍ଡରା ମାଲିକ ସମାଜର ସାମ୍ବାଦିକ ସମ୍ମିଳନୀ, ଫାଟ ସୃଷ୍ଟି ଉଦେଶ୍ୟ କୁ ନିନ୍ଦା…
ପଣ୍ଡରା ମାଲିକ ସମାଜର ସାମ୍ବାଦିକ ସମ୍ମିଳନୀ, ଫାଟ ସୃଷ୍ଟି ଉଦେଶ୍ୟ କୁ ନିନ୍ଦା…. କଳାହାଣ୍ଡି ଜିଲ୍ଲା ପଣ୍ଡରାମାଲି ସମାଜ ତରଫରୁ ,ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଜୁନାଗଡ ମାଁ ଲଙ୍କେଶ୍ବରି, ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା,ଗତ ତା 4/5/2025ରିଖଦିନ,ଚାହାରବାହାଲ ଠାରେ ସମାଜର…
