ଆରଡି ବିଭାଗ ପୋଲ ନିର୍ମାଣରେ ମହାଦୁର୍ନୀତି ର ଗନ୍ଧଅଭିଯୋଗ ଆଣିଲେ ଗ୍ରାମବାସୀ
ଆରଡି ବିଭାଗ ପୋଲ ନିର୍ମାଣରେ ମହାଦୁର୍ନୀତି ର ଗନ୍ଧଅଭିଯୋଗ ଆଣିଲେ ଗ୍ରାମବାସୀ ଗୋଲାମୁଣ୍ଡା ୨୩/୩ – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ଅଧୀନ କସ୍ତୁରାପଦର୍ ଗ୍ରାମରେ ଆରଡି ବିଭାଗ ପକ୍ଷରୁ ବିନା ସୂଚନା ଫଳକରେ ଏକ ପୋଲ…
