ମୁସଲିମ ସମ୍ପ୍ରଦାୟର ପବିତ୍ରପର୍ବ ଇଦ୍ ହର୍ଷଉଲ୍ଲାସ ସହକାରେ ପାଳନ
ମୁସଲିମ ସମ୍ପ୍ରଦାୟର ପବିତ୍ରପର୍ବ ଇଦ୍ ହର୍ଷଉଲ୍ଲାସ ସହକାରେ ପାଳନ। କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ଅନ୍ତର୍ଗତ ତଥା ବଡ଼ବିଲ ପୌରାଞ୍ଚଳ ସ୍ଥିତ ରେ ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସର ଶେଷ ତିଥିରେ ଇଦ୍ ପାଳନ ହୋଇଯାଇଛି ଏହି ଅବସରରେ ବଡ଼ବିଲ…
