Category: କେନ୍ଦୁଝର

ଜୀବନ ଯନ୍ତ୍ରଣା ରୋଗରେ ପୀଡିତ ହୋଇ ଘରେ ପଡ଼ି ରହିଛି କମଳାକାନ୍ତ ମହାନ୍ତ

ଜୀବନ ଯନ୍ତ୍ରଣା ରୋଗରେ ପୀଡିତ ହୋଇ ଘରେ ପଡ଼ି ରହିଛି କମଳାକାନ୍ତ ମହାନ୍ତ ସରକାର ଙ୍କ ଯୋଜନା ମାଳ ମାଳ ଥାଉ ଥାଉ ୨୩ ବର୍ଷ ହେଲା ଦୁର୍ଘଟଣାରେ ଅକର୍ମଣ୍ୟ ହୋଇ ଶେଯରେ ପଡିରହିଥିବା ଜଣେ ବ୍ୟକ୍ତିଙ୍କୁ ଆଧାର କାର୍ଡ ବାହାନାରେ…

ହିନ୍ଦୁ ଏକତାମଞ୍ଚ ପକ୍ଷରୁ ବଡ଼ବିଲ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ହିନ୍ଦୁ ଏକତାମଞ୍ଚ ପକ୍ଷରୁ ବଡ଼ବିଲ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ବଡ଼ବିଲ ତହସିଲଦାର୍ ଶ୍ରୀ…

ଶ୍ରୀ ରାମ ଙ୍କ ମନ୍ଦିର ନିର୍ମାଣ ସକାଶେ ରାମ ମନ୍ଦିର ଆଧ୍ୟାତ୍ମିକ କେନ୍ଦ୍ର ଟ୍ରଷ୍ଟ ତରଫରୁ ଭୂମିପୂଜା ଅନୁଷ୍ଠିତ

ଶ୍ରୀ ରାମ ଙ୍କ ମନ୍ଦିର ନିର୍ମାଣ ସକାଶେ ରାମ ମନ୍ଦିର ଆଧ୍ୟାତ୍ମିକ କେନ୍ଦ୍ର ଟ୍ରଷ୍ଟ ତରଫରୁ ଭୂମିପୂଜା ଅନୁଷ୍ଠିତ ପାଟଣା, କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ ଅଁଳା ଡିହା ଗ୍ରାମ ବୈତରଣୀ ନଦୀ କୂଳରେ ରବିବାର ପବିତ୍ର…

ପରମେଶ୍ବର ଶିବ ମନ୍ଦିର ରେ ବିଶ୍ଵ ଶାନ୍ତି ଯଜ୍ଞ

ପରମେଶ୍ବର ଶିବ ମନ୍ଦିର ରେ ବିଶ୍ଵ ଶାନ୍ତି ଯଜ୍ଞ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟର ପୁଣ୍ୟ ତୋୟା ବୈତରଣୀ ନଦୀ କୁଳ ସ୍ଥିତ ପ୍ରସିଦ୍ଧ ପରେମଶ୍ବର ଶିବ ମନ୍ଦିରରେ ଅକ୍ଷୟ ତୃତୀୟା ଚତୁର୍ଦଶ ବାର୍ଷିକ ଉତ୍ସବ ଅବସରରେ ରବିବାର ବିଶ୍ଵଶାନ୍ତି…

ଅକ୍ଷୟ ତୃତୀୟା ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବରେ ଅଖି ମୁଠି ଅନୁକୂଳ କଲେ ମୋହନ ଚରଣ ମାଝି

ଅକ୍ଷୟ ତୃତୀୟା ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବରେ ଅଖି ମୁଠି ଅନୁକୂଳ କଲେ ମୋହନ ଚରଣ ମାଝି କେନ୍ଦୁଝର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମ…

ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତି ସମାରୋହ -୨୦୨୩ ପାଳନ ହୋଇଯାଇଛି

ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତି ସମାରୋହ -୨୦୨୩ ପାଳନ ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ମୁଖ୍ୟାଳୟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଅବସ୍ଥିତ ଦରବାର ହଲ୍‌ରେ ମିଳନୀ ସାହିତ୍ୟ ସଂସଦ କେନ୍ଦୁଝର ସହଯୋଗରେ ଓ ଜିଲା ପ୍ରଶାଶନ ଦ୍ବାରା ଜିଲାସ୍ତରୀୟ…

ଜାତୀୟ ଆଦିବାସୀ ମୋହସ୍ଚବ ୨୦୨୩ ପାଳନ ପାଇଁ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ

ଜାତୀୟ ଆଦିବାସୀ ମୋହସ୍ଚବ ୨୦୨୩ ପାଳନ ପାଇଁ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଜାତୀୟ ଆଦିବାସୀ ମୋହଶ୍ଚବ ପାଳନ ଉପଲକ୍ଷେ ବଡ଼ବିଲ ସହରର ୱାର୍ଡ ନମ୍ବର ୧୫ସ୍ଥିତ ବିକି…

ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପାଣପଶି ଗ୍ରାମ ଶେଷ ମୁଣ୍ଡରେ ଗୁରୁବାର ସକାଳୁ ଉଖୁଣ୍ଡା ଢ଼ିପା ସାହିର ଫକୀର ମହାନ୍ତ ତାଙ୍କ ବୟସ ୬୫ ବୋଲି ଜଣାପଡିଛି ମୃତକଙ୍କ ଦେହ ପାଖରେ ପଡ଼ିଥିବା ଦେଖିବାକୁ…

ପାଣି ପମ୍ପ ହାଉସ ପରିଚାଳନା ତ୍ରୁଟି ଯୋଗୁଁ ଅସନ୍ତୋଷ

ପାଣି ପମ୍ପ ହାଉସ ପରିଚାଳନା ତ୍ରୁଟି ଯୋଗୁଁ ଅସନ୍ତୋଷ। ପାଟଣା – କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଠାରେ ଥିବା ଏକ ପାନୀୟ ଜଳପ୍ରକଳ୍ପ ପରିଚାଳନା ରେ ତ୍ରୁଟି ଯୋଗୁଁ ଗ୍ରାମ ବାସୀ ଅସନ୍ତୋଷ ପ୍ରକାଶ…

ଘଡ଼ଘଡି ବିଜୁଳିର ପ୍ରକୋପରେ ହୁ ହୁ ହୋଇ ଜଳିଗଲା ଜିଅନ୍ତା ଗଛ

ଘଡ଼ଘଡି ବିଜୁଳିର ପ୍ରକୋପରେ ହୁ ହୁ ହୋଇ ଜଳିଗଲା ଜିଅନ୍ତା ଗଛ। କେନ୍ଦୁଝର ଜିଲ୍ଲାର ଯୋଡା ପୌରପାଳିକା ତଥା ଯୋଡା ଥାନା ଅର୍ନ୍ତଗତରେ ଏକ ବିଶାଳ ଗଛ ଜଳିବାର ଦୃଶ୍ୟ ସାମ୍ନାକୁ ଆସିଛି, ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର…

You missed