Category: କେନ୍ଦୁଝର

ହତ୍ୟାମାମଲାର ପର୍ଦ୍ଦାଫାଶ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ୍

ହତ୍ୟାମାମଲାର ପର୍ଦ୍ଦାଫାଶ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ୍ ବଡ଼ବିଲ:କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଝାଡଗାଁ ନିକଟରେ ଗତ ୨୩/୧୨/୨୫ରିଖ ମିଳିଥିବା ମୃତ ଶରୀର ର ଏକ ହତ୍ୟାକାଣ୍ଡ ଘଟଣା ଥିଲା। ଯାହାର ତଦନ୍ତ…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ମଶାଲ ଶୋଭାଯାତ୍ରା

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ମଶାଲ ଶୋଭାଯାତ୍ରା କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଆଜି ଏକ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ଯାହାକି ସୂଚନା ରହିଛି ଆମ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ…

ହାତୀପଲଙ୍କୁ ସାମ୍ନାରେ ଦେଖି ନାଳରେ ଟ୍ରାକଟର ଓଲଟେଇ ଦୌଡ଼ିଲା ଡ୍ରାଇଭର

ହାତୀପଲଙ୍କୁ ସାମ୍ନାରେ ଦେଖି ନାଳରେ ଟ୍ରାକଟର ଓଲଟେଇ ଦୌଡ଼ିଲା ଡ୍ରାଇଭର କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀଙ୍କ ଉତ୍ପାତ କ୍ରମଶଃ ବଢ଼ିବାରେ ଲାଗିଥିଲା ବେଳେ ଏହି ହାତୀପଲ ବିଭିନ୍ନ ସମୟରେ ଅତର୍କିତ ଭାବେ ରାସ୍ତା ଉପରକୁ ଆସୁଥିବାରୁ ଦୁର୍ଘଟଣା ମଧ୍ୟ ଘଟୁଛି। ସେହିଭଳି…

ବନବିଭାଗ ପକ୍ଷରୁ ଚଢାଉ, ତିନି ମାଙ୍ଗାନିଜ ବୋଝେଇ ଟ୍ରକ ଜବତ, ଲକ୍ଷାଧିକ ଟଙ୍କାର ଖଣିଜ ପଦାର୍ଥ ଜବତ୍

ବନବିଭାଗ ପକ୍ଷରୁ ଚଢାଉ, ତିନି ମାଙ୍ଗାନିଜ ବୋଝେଇ ଟ୍ରକ ଜବତ, ଲକ୍ଷାଧିକ ଟଙ୍କାର ଖଣିଜ ପଦାର୍ଥ ଜବତ୍ ଜୋଡ଼ା ୨୭/୧୨/୨୫(ଅକ୍ଷର ଓଡ଼ିଶା):କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ମାତ୍ରାରେ ଖଣିଜ ସମ୍ପଦ…

କେନ୍ଦୁଝରଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ହାତୀପଲଙ୍କ ଉତ୍ପାତ

କେନ୍ଦୁଝରଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ହାତୀପଲଙ୍କ ଉତ୍ପାତ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ରେ ଜଙ୍ଗଲି ହାତୀପଲଙ୍କ ଉତ୍ପାତ ଥମିବାରେ ନା ଧରୁନି, କହିବାକୁ ଗଲେ ବନବିଭାଗ ଏହାକୁ ଆୟତ୍ତ କରିବାରେ ସମ୍ପୂର୍ଣ ବିଫଳ ମନେହୁଏ। କେନ୍ଦୁଝର ଜିଲ୍ଲା କେନ୍ଦୁଝର…

ବଡ଼ବିଲ ସିଭିଲ୍ ସୋସାଇଟି ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜନ୍ମଜୟନ୍ତୀ ପାଳନ

ବଡ଼ବିଲ ସିଭିଲ୍ ସୋସାଇଟି ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜନ୍ମଜୟନ୍ତୀ ପାଳନ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶହେ ତମ ଜନ୍ମ…

ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସ୍ବାସ୍ଥ୍ୟସେବା ବ୍ୟାହତ

ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସ୍ବାସ୍ଥ୍ୟସେବା ବ୍ୟାହତ ଚମ୍ପୁଆ:କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଚିକିତ୍ସାଳୟ ରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସ୍ବାସ୍ଥ୍ୟସେବା ବ୍ୟାହତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ତିନିମାସର ଦରମା ପାଇ…

ବାଲି ଚୋରାଚାଲାଣ କାରୀଙ୍କ ପଦୃଭାବ, ଗ୍ରାମବାସୀଙ୍କ ଦ୍ବାରା ତିନି ଟ୍ରାକ୍ଟର ଅଟକ

ବାଲି ଚୋରାଚାଲାଣ କାରୀଙ୍କ ପଦୃଭାବ, ଗ୍ରାମବାସୀଙ୍କ ଦ୍ବାରା ତିନି ଟ୍ରାକ୍ଟର ଅଟକ କେନ୍ଦୁଝର ଜିଲ୍ଲାରେ ବାଲି ଚୋରା ଚାଲାଣ କାରୀଙ୍କ ପାଦୃଭାବ, ଚମ୍ପୁଆଉପଖଣ୍ଡ ଚମ୍ପୁଆ ତହସିଲ୍ ଅନ୍ତର୍ଗତରେ ବାଲି ଚୋରା ଚାଲାଣ ବେଳେ ତିନି ଟ୍ରାକ୍ଟର ଜବତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ…

ବଡ଼ବିଲଥାନା ଅନ୍ତର୍ଗତରେ ଗୋମାଂସ ଖାଇବାକୁ ନେଇ ବୃଦ୍ଧାଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବଡ଼ବିଲଥାନା ଅନ୍ତର୍ଗତରେ ଗୋମାଂସ ଖାଇବାକୁ ନେଇ ବୃଦ୍ଧାଙ୍କୁ ପ୍ରାଣାନ୍ତକ ଆକ୍ରମଣ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଗୋମାଂସ ଖାଇବାକୁ ନେଇ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୂଚନା। ଆହତ ବୃଦ୍ଧ ବ୍ୟକ୍ତି…

ବଡ଼ବିଲଥାନା ଅନ୍ତର୍ଗତରେ ଅଜଣା ମୃତଦେହ ଉଦ୍ଧାରପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିହୋଇଛି

ବଡ଼ବିଲଥାନା ଅନ୍ତର୍ଗତରେ ଅଜଣା ମୃତଦେହ ଉଦ୍ଧାରପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିହୋଇଛି ବଡ଼ବିଲ – କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଯୋଡ଼ା ବ୍ଲକ ଅଧୀନରେ ଥିବା ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁ ଗୋଳିଆନାଳ ପୋଲ ନିକଟରେ ଏକ ଅଜଣା ପୁରୁଷଙ୍କ…