ବଡ଼ବିଲ ବାନାଞ୍ଚଳ ଅନ୍ତର୍ଗତ ରେ ଶ୍ରୀଜଗନ୍ନାଥ ଷ୍ଟିଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚାଲିଛି ଅବୈଧ ଡ୍ରେନ ଖୋଲୁଛି
ବଡ଼ବିଲ ବାନାଞ୍ଚଳ ଅନ୍ତର୍ଗତ ରେ ଶ୍ରୀଜଗନ୍ନାଥ ଷ୍ଟିଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚାଲିଛି ଅବୈଧ ଡ୍ରେନ ଖୋଲୁଛି । ବଡ଼ବିଲ: କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ବଡବିଲ ବନାଞ୍ଚଳ ଅନ୍ତର୍ଗତ ଉଲିବୁରୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ଡ୍ରେନ ଖୋଲୁଛି…
