Category: କେନ୍ଦୁଝର

ଜାତୀୟ ରାଜପଥ ୫୨୦ରେ ରାଜପଥ ଲୁଟେରାଙ୍କ ଆତଙ୍କରାଜ୍, ଭୁଜାଲିମାରି ଲୁଟିଲେ ପାଞ୍ଚହଜାର

ଜାତୀୟ ରାଜପଥ ୫୨୦ରେ ରାଜପଥ ଲୁଟେରାଙ୍କ ଆତଙ୍କରାଜ୍, ଭୁଜାଲିମାରି ଲୁଟିଲେ ପାଞ୍ଚହଜାର।୫୨୦ ନମ୍ବର୍ ଜାତୀୟ ରାଜପଥ ରୋଇଡା ମାଇନ୍ସ ନିକଟରେ ଡ୍ରାଇଭର କୁ ରାଜପଥ ଲୁଟେରା ଙ୍କ ଭୁଜାଲି ମାଡ଼, ଡ୍ରାଇଭର ଗୁରୁତର, ସୂଚନା ଅନୁଯାୟୀ ଆଜି ଭୋର୍ ପ୍ରାୟ ଛଅ…

ବଡ଼ବିଲ ବାସୀଙ୍କ ବହୁ ପ୍ରତିକ୍ଷିତ ଦାବୀ ଓ ସ୍ବପ୍ନ ପୁରଣ ହେବାକୁ ଯାଉଛି

ବଡ଼ବିଲ ବାସୀଙ୍କ ବହୁ ପ୍ରତିକ୍ଷିତ ଦାବୀ ଓ ସ୍ବପ୍ନ ପୁରଣ ହେବାକୁ ଯାଉଛି।କେନ୍ଦୁଝର ଜିଲ୍ଲା ବଡ଼ବିଲ ବାସୀଙ୍କ ବହୁ ପ୍ରତିକ୍ଷିତ ଦାବୀ ଓ ସ୍ବପ୍ନ ପୁରଣ ହେବାକୁ ଯାଉଛି। ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳ ଖଣିଜ ବହୁଳ ଅଞ୍ଚଳ ହୋଇଥିବା…

ହୁତୁହୁତୁ ହୋଇ ଜଳିଗଲା ଛିଡାହେଇଥିବା କାର୍

ବଡ଼ବିଲ ଥାନା ଅନ୍ତର୍ଗତ ରେ ହୁତୁହୁତୁ ହୋଇ ଜଳିଗଲା ଛିଡ଼ା ହୋଇଥିବା କାର୍।ହୁତୁହୁତୁ ହୋଇ ଜଳିଗଲା ଛିଡାହେଇଥିବା କାର lକେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ତଥା ବଡ଼ବିଲ ପୌରାଞ୍ଚଳ ମହାନ୍ତବସ୍ତି ତଳ ସାହିରେ ଆଜି ଏକ ଛିଡା ହେଇଥିବା ଗାଡିରେ…

ବଡ଼ବିଲ ପୌରାଞ୍ଚଳରେ ପବିତ୍ର ହୋଲି ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଡ଼ବିଲ ପୌରାଞ୍ଚଳରେ ପବିତ୍ର ହୋଲି ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ହୋଲି ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦୋଳପୂର୍ଣ୍ଣିମା ହେଲା ବାପ, ମାଆ, ପୁଅ ପାଇଁ ଜୀବନର ଶେଷ ପୂର୍ଣ୍ଣିମା

ଦୋଳପୂର୍ଣ୍ଣିମା ହେଲା ବାପ, ମାଆ, ପୁଅ ପାଇଁ ଜୀବନର ଶେଷ ପୂର୍ଣ୍ଣିମା। ହେlଲିରେ ଚାଲିଗଲା ବାପା ମାଆ ପୁଅ ର ଜୀବନ l ଜୁଆଇଁ ଘରକୁ ଯାଉଥିବା ବେଳେ ଜୁଆଇଁ ଘର ନିକଟରେ ଟ୍ରକ୍ ଧକ୍କା ବାପ ମାଆ ପୁଅ ତିନି…

ପବିତ୍ର ଦୋଳପୂର୍ଣ୍ଣିମା ରେ ରାଧାବଲ୍ଲଭ ସହର ପରିକ୍ରମା କରିବାସହ ଅଞ୍ଚଳରେ ହୋଲି ଉତ୍ସବ ପାଳନ

ପବିତ୍ର ଦୋଳପୂର୍ଣ୍ଣିମା ରେ ରାଧାବଲ୍ଲଭ ସହର ପରିକ୍ରମା କରିବାସହ ଅଞ୍ଚଳରେ ହୋଲି ଉତ୍ସବ ପାଳନ ଦଳୀୟ ଓ ବିରୋଧୀ ଏକା ସାଙ୍ଗରେ ଅଛନ୍ତି, ଲୁଚିବାକୁ ଚେଷ୍ଟା କରୁଥିଲେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ଦୋଳ ପୂର୍ଣ୍ଣିମା ଅବସରରେ…

ନିଆଁଲାଗି ଜଲିଗଲା ଜଙ୍ଗଲ, ନିଆଁ କୁ ଆୟତ କଲା ଅଗ୍ନିଶମ ବିଭାଗ

ନିଆଁଲାଗି ଜଲିଗଲା ଜଙ୍ଗଲ, ନିଆଁ କୁ ଆୟତ କଲା ଅଗ୍ନିଶମ ବିଭାଗ। ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲେ ବିଭିନ୍ନ ସ୍ଥାନରେ ବିଭିନ୍ନ ଜଙ୍ଗଲରେ ନିଆଁ ଜଳୁଥିବା ଦେଖିବାକୁ ମିଳେ। କିପରି ଏବଂ କାହିଁକି ଜଙ୍ଗଲରେ ଏପରି ନିଆଁ ଲାଗୁଛି ତାହର କେହି…

ନୋଏଣ୍ଟ୍ରି ସମୟରେ ଦୁର୍ଘଟଣା,ମୋଟରସାଇକେଲ କୁ ପଛରୁ ଧକ୍କାଦେଲା ହାଇୱା, ତିନି ଗୁରୁତର ଆହତ

ନୋଏଣ୍ଟ୍ରି ସମୟରେ ଦୁର୍ଘଟଣା,ମୋଟରସାଇକେଲ କୁ ପଛରୁ ଧକ୍କାଦେଲା ହାଇୱା, ତିନି ଗୁରୁତର ଆହତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତରେ,ନୋଏଣ୍ଟ୍ରି ଥିବା ସମୟରେ ମୋଟରସାଇକେଲ କୁ ପଛରୁ ଧକ୍କାଦେଲା ହାଇୱା, ତିନି ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ। ସୂଚନା…

ବଲାଣି ଥାନା ଅନ୍ତର୍ଗତରେ ମୂଲ୍ୟବାନ କାଠରେ ନିର୍ମିତ ବିପୁଳ ମାତ୍ରାରେ କାଠସାମଗ୍ରୀ ଜବତ ଜଣେ ଗିରଫ

ବଲାଣି ଥାନା ଅନ୍ତର୍ଗତରେ ମୂଲ୍ୟବାନ କାଠରେ ନିର୍ମିତ ବିପୁଳ ମାତ୍ରାରେ କାଠସାମଗ୍ରୀ ଜବତ ଜଣେ ଗିରଫ। କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ତଥା କେନ୍ଦୁଝର ବନଖଣ୍ଡ ବଡ଼ବିଲ ରେଞ୍ଜ ଅଧିନରେ ଥିବା ବଲାଣି ଶାନ୍ତି ନଗର ନିକଟ ଏକ ଘରୁ…

ନକଲି ପୋଲିସ୍ ର ଅସଲି ପରିଚୟ ବ୍ୟାଟେରୀ ଚୋର

ନକଲି ପୋଲିସ୍ ର ଅସଲି ପରିଚୟ ବ୍ୟାଟେରୀ ଚୋର । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବାମେବାରୀ ଥାନା ଅନ୍ତର୍ଗତରେ ଏକ ଅଭିନବ ଉପାୟରେ ଚୋର ଚୋରି କରୁଥିବା ଦେଖିବାକୁ ମିଳିଛି। ନିଜକୁ ପେlଲିସ ପରିଚୟ ଦେଇ ଚେlରୀ କରୁଥିବାବେଳେ ଜଣକୁ…

You missed