Category: କଳାହାଣ୍ଡି

୭୫ତମ ପବିତ୍ର ସମ୍ବିଧାନ ଦିବସ ଫରଙ୍ଗ ପବ୍ଲିକ ସ୍କୁଲରେ ପାଳିତ

୭୫ତମ ପବିତ୍ର ସମ୍ବିଧାନ ଦିବସ ଫରଙ୍ଗ ପବ୍ଲିକ ସ୍କୁଲରେ ପାଳିତ ଗୋଲାମୁଣ୍ଡା/୨୬/୧୧/୨୪/ପ୍ରତିବର୍ଷ ଭଳି ଆଜି ମଧ୍ୟ ସାରା ଭାରତରେ ପାଳିତ ହୋଇଛି ପବିତ୍ର ସମ୍ବିଧାନ ଦିବସ, ଏହି ଅବସରରେ ଫରଙ୍ଗ ପଂଚାୟତ ପବ୍ଲିକ ସ୍କୁଲରେ ଶହ ଶହ ଛାତ୍ର ଛାତ୍ରୀଙ୍କ ଗହଣରେ…

ଦୁଇଗୋଟି ସନ୍ତାନର ଜନନୀ ମୃତ୍ୟୁ ପରେ ବାପା ପ୍ରତିପୋଷଣରେ ଚିନ୍ତା

ଦୁଇଗୋଟି ସନ୍ତାନର ଜନନୀ ମୃତ୍ୟୁ ପରେ ବାପା ପ୍ରତିପୋଷଣରେ ଚିନ୍ତା ଗୋଲାମୁଣ୍ଡା/୨୩/୧୧/୨୪/ଦୁଇଟି ସନ୍ତାନର ମାଁ ମୃତ୍ୟୁ ପରେ ବାପା ଙ୍କ ଚିନ୍ତା ଅନେକ ପ୍ରକାର ସମସ୍ୟା ସ୍ତୃଷ୍ଟି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି, ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି…

୫୦ ଗୋଟି ଗ୍ରାମଠାରେ ପରିବେଶସୁରକ୍ଷା ସଚେତନା କାର୍ଯ୍ୟକ୍ରମ

୫୦ ଗୋଟି ଗ୍ରାମଠାରେ ପରିବେଶସୁରକ୍ଷା ସଚେତନା କାର୍ଯ୍ୟକ୍ରମ ଭବାନୀପାଟଣାମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ପରିବେ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା କଳାହାଣ୍ଡି ଜିଲ୍ଲା ର ୫୦ ଟି ଗ୍ରାମ ରେ ପରିବେଶ ସୁରକ୍ଷା ଉପରେ ସଚତନତା କାର୍ଯ୍ୟକ୍ରମ…

75ତମକଳାହାଣ୍ଡି ଜିଲ୍ଲାଗଠନ ଦିବସ ସମାରୋହ,2024,,

75ତମକଳାହାଣ୍ଡି ଜିଲ୍ଲାଗଠନ ଦିବସ ସମାରୋହ,2024,, ଗୋଲାମୁଣ୍ଡା /1/11/24/ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ କଳାହାଣ୍ଡି ଆୟୋଜକ ତତଫରୁ ଗୋଲାମୁଣ୍ଡା ପଞ୍ଚାୟତ ସମିତି ସ୍ତରୀୟ 75ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମାରୋହରେ ଆଜି ପଞ୍ଚାୟତ ସମିତି ସଭା ଗୃହ ଠାରେ ଅନୁଷ୍ଠିତ…

ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ତରଫରୁ ଜାତୀୟ ସାମ୍ୱାଦିକ ଦିବସର ପ୍ରସ୍ତୁତି ବୈଠକ

ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ତରଫରୁ ଜାତୀୟ ସାମ୍ୱାଦିକ ଦିବସର ପ୍ରସ୍ତୁତି ବୈଠକ ଗୋଲାମୁଣ୍ଡା /କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଜନ କଲ୍ୟାଣ ସାମ୍ୱାଦିକ ସଂଘର ସମସ୍ତ କର୍ମକର୍ତ୍ତା ଙ୍କୁ ନେଇ ଫରଙ୍ଗ ନିକଟସ୍ଥ ଗଦଲା ଝରନ୍ ଶିବ…

ସାମ୍ୱାଦିକଙ୍କୁ ଗାଳିଗୁଲଜ ଓ ଜାତିଆଣ ଆକ୍ଷେପକୁ ଦୃଢ଼ ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି

ସାମ୍ୱାଦିକଙ୍କୁ ଗାଳିଗୁଲଜ ଓ ଜାତିଆଣ ଆକ୍ଷେପକୁ ଦୃଢ଼ ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି ଲାଞ୍ଜିଗଡ଼, (ଖବର ) ଲାଞ୍ଜିଗଡ଼ିଆ ସାମ୍ବାଦିକମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ପଶାଇ ଦେବିନି, ଗୋଡ଼େଇ ଗୋଡ଼େଇ ମାରିବି ବୋଲି ମଦପିଇ ହତ୍ୟା ଧମକ ଦେବା ସହିତ ଜାତିଆଣ ଆକ୍ଷେପ କରିବା…

ଭବାନୀପାଟଣା ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜନୋଉତ୍ସବ ଉପଲକ୍ଷେ କଳାହାଣ୍ଡି କରଣ ସମାଜ ର କଳସ ଅଧିବାସ

ଭବାନୀପାଟଣା ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜନୋଉତ୍ସବ ଉପଲକ୍ଷେ କଳାହାଣ୍ଡି କରଣ ସମାଜ ର କଳସ ଅଧିବାସ।ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜନ ଉତ୍ସବ ନିମନ୍ତେ ଗତ ୦୨ ତାରିଖ ସନ୍ଧ୍ୟାରେ…

75ତମକଳାହାଣ୍ଡି ଜିଲ୍ଲାଗଠନ ଦିବସ ସମାରୋହ,2024 ଅନୁଷ୍ଠିତ

75ତମକଳାହାଣ୍ଡି ଜିଲ୍ଲାଗଠନ ଦିବସ ସମାରୋହ,2024,, ଗୋଲାମୁଣ୍ଡା /1/11/24/ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ କଳାହାଣ୍ଡି ଆୟୋଜକ ତତଫରୁ ଗୋଲାମୁଣ୍ଡା ପଞ୍ଚାୟତ ସମିତି ସ୍ତରୀୟ 75ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମାରୋହରେ ଆଜି ପଞ୍ଚାୟତ ସମିତି ସଭା ଗୃହ ଠାରେ ଅନୁଷ୍ଠିତ…

ହର୍ଷ ଉଲ୍ଲାସ ର ସହ ଶେଷ ହେଲା ପ୍ରଭୁ ବୁଢାରଜାଙ୍କ ବାର୍ଷିକ ଦଶହରା ପର୍ବ, ଲାଠିଯାତ୍ରାରେ ପ୍ରବଳ ଜନ ସମାଗମ

ହର୍ଷ ଉଲ୍ଲାସ ର ସହ ଶେଷ ହେଲା ପ୍ରଭୁ ବୁଢାରଜାଙ୍କ ବାର୍ଷିକ ଦଶହରା ପର୍ବ, ଲାଠିଯାତ୍ରାରେ ପ୍ରବଳ ଜନ ସମାଗମ। କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ଘାଟି ତଳେ କେଉଁ ଏକ ଆବାହମାନ କାଳ ରୁ ପୂଜିତ…

ଚ ପ୍ରିଆ କୁଳମଣୀ ବାଗଙ୍କଜମିପଟ୍ଟା ହଜିଥିବାସମଦେ

ଜାଗ୍ରତ ଭାରତ ନିଉ ଜ ପେ ପ ରକଲା଼ହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପରିଆ ଗ୍ରାମ ପଞ୍ଚାୟତ ଖୁଦ ଚପରିଆ ଗ୍ରାମ ରକୁଲମଣିପି ,ବାଗ ତ୍ରିନାଥ ବାଗ ନିଜ ଜମିପଟ୍ଟା ଧରି କେଗାଁ ଗ୍ରାମୀଣ ବ୍ୟାଙ୍କ କୁଜାଉଥିବାବେଲେ ଚପରିଆ ଠୁ…