ଉତ୍କଳ ଦିବସ ଉତ୍ସବ ପାଳନ ନେଇ ପ୍ରସ୍ତୁତି
ଆସନ୍ତା ତା ୦୧-୦୪-୨୦୨୩ ରିଖରେ ଭୁବନେଶ୍ବର, ନୂଆଦିଲ୍ଲୀ, କୋଲକାତା ଏବଂ ସମସ୍ତ ଜିଲ୍ଲାସ୍ତରରେ ଉତ୍କଳ ଦିବସ ଉତ୍ସବ ପାଳନ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍କଳ ମଣ୍ଡପରେ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ…
