ହାଇୱା ଧକ୍କାରେ ଶିକ୍ଷୟତ୍ରୀ ଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ
Big brekingହାଇୱା ଧକ୍କାରେ ଶିକ୍ଷୟତ୍ରୀ ଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ମର୍ମନ୍ଦୁତ ସଡ଼କ ଦୁର୍ଘଟଣାରେ ଶିକ୍ଷୟତ୍ରୀ ଙ୍କ ମୃତ୍ୟୁ ହୋଇଥିବାନେଇ ସୂଚନା। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ମାଇନିଂ ଛକ…
