ନେପାଳର ପ୍ରଳୟଙ୍କରୀ ବନ୍ୟାର ପ୍ରଭାବ ବିହାରରେ; ଗଣ୍ଡକ ନଦୀରୁ ମିଳିଲା ୧୭ ମୃତଦେହ
ନେପାଳର ପ୍ରଳୟଙ୍କରୀ ବନ୍ୟାର ପ୍ରଭାବ ବିହାରରେ; ଗଣ୍ଡକ ନଦୀରୁ ମିଳିଲା ୧୭ ମୃତଦେହ ପାଟନା: ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଫ୍ଲାସ୍ ଫ୍ଲଡ୍ ପରେ ଏହାର ପ୍ରଭାବ ଏବେ ବିହାର ଓ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ନେପାଳରୁ ପ୍ରବଳ ବେଗରେ ଆସିଥିବା…
