ଆଜି ପୁରୀରେ ଗୁରୁ ମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଆଜି ପୁରୀରେ ଗୁରୁ ମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୂବନେଶ୍ୱର,୧୨/୦୪: ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁରୀରେ ବିଜେପି କର୍ମଶାଳା ଉଦ୍ଘାଟନ୍ କରିବେ । ବିଧାୟକ ପଢ଼ିବେ ପାଠ । ଅଭିଜ୍ଞଙ୍କଠୁଁ ଶିଖିବେ ନବାଗତ ଓ…
