ମଦ୍ୟପାନ କରି ଗାଡି ଚଳାଇ ପଶୁମାନଙ୍କୁ ଗାଡି ଚଢାଉଥିବା ଡ୍ରାଇଭରଙ୍କ ବିରୋଧରେ ଆର୍ଟିଓଙ୍କୁ ଅଭିଯୋଗ
ମଦ୍ୟପାନ କରି ଗାଡି ଚଳାଇ ପଶୁମାନଙ୍କୁ ଗାଡି ଚଢାଉଥିବା ଡ୍ରାଇଭରଙ୍କ ବିରୋଧରେ ଆର୍ଟିଓଙ୍କୁ ଅଭିଯୋଗ ଢେଙ୍କାନାଳ, ୫/୪: ମଦ୍ୟପାନ କରି ଗାଡି ଚଳାଇ ରାସ୍ତାରେ ପଶୁମାନଙ୍କୁ ଗାଡି ମଡାଇ ଯାଉଥୁବା ଡ୍ରାଇଭରମାନଙ୍କ ବିରୋଧରେ ଆଜି ଢେଙ୍କାନାଳ ପୌରାଂଚଳ ଶିମିଳିଆ ବାସୀନ୍ଦା ପଶୁ…
