Category: Latest News

ତୁଳସୀପାଳରେ ଚଉଦଳ ଯାତ୍ରା ପାଳନ

ବଅଁରପାଳ,୨୯.୩- ଏହି ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ ଗୋଡ଼ିସାହି ଦଣ୍ଡାଆମ୍ବୁରି ସ୍ଥିତ ଦୋଳମଣ୍ଡପରେ ଚଉଦଳ ଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ ହୋଇଯାଇଛି l ଯାତ୍ରାର ପୂର୍ବଦିନ ଚଉଦଳ ଯାତ୍ରା କମିଟି ପକ୍ଷରୁ ଗ୍ରାମର ଅକ୍ଷୟ କୁମାର ବିଶୋଇଙ୍କ ବାସଭବନରେ ଅଧିଷ୍ଠିତ…

ପୁରାଣ ବର୍ଣ୍ଣିତ ଶବର କନ୍ୟା ଲଳିତା ଓ ବିଦ୍ୟାପତି ଙ୍କ ମିଳନ ସ୍ଥଳୀ ଦୋମୁହିଁ କୁ ପର୍ଯଟନ ସ୍ଥଳୀ ମାନ୍ୟତା ପାଇଁ ଦାବୀ

ନୟାଗଡ଼ ଜିଲ୍ଲାରେ ଅବସ୍ଥିତ କଣ୍ଟିଲୋ ନିକଟ ରେ ଥିବା କାଳିଆପଲ୍ଲୀ ଗ୍ରାମ ର ଅଧିବାସୀ ମାନେ ହେଉଛନ୍ତି ଶବର ସମ୍ପ୍ରଦାୟ ର। ଏହି ସମ୍ପ୍ରଦାୟ ଶବର ରାଜା ବିଶ୍ଵାବସୁ ଙ୍କର ବଂଶଧର ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି। ଆମେ ଆଗରୁ ପୁରାଣ…

ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ

ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ: ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋcଲି ପର୍ବ ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର…

୧୩ ଶମ୍ଭୁ ମିଳନ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଡ଼.ରୀନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ଏପ୍ରିଲ ୭ ତାରିଖ ରେ ଆୟୋଜିତ ହେବାକୁ ଥିବା ତେର ଶମ୍ଭୁ ମିଳନ…

ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ

ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଆଜି ସକାଳେ ଇହଲିଳା ସମ୍ବରଣ କରିଛନ୍ତି। ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ଗୁରୁତର ଅବସ୍ଥାରେ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି…

ବାଜିଲା ନିର୍ବାଚନୀ ବିଗୁଲ୍…ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ

ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ। ମହିଳା, ଯୁବ ଓ ବରିଷ୍ଠଙ୍କୁ…

ଶାରିରିକ ଓ ଯୌତୁକଜନିତ ନିର୍ଯାତନା ଅଭିଯୋଗ ନେଇ ଚାରିବର୍ଷ ର ବିବାହିତ ମହିଳା ଥାନାରେ ଅଭିଯୋଗ

ବଅଁରପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗ୍ରାମର ର ଜଣେ ବିବାହିତା ମହିଳା ଶାରିରିକ ଓ ଯୌତୁକଜନିତ ନିର୍ଯାତନା ଅଭିଯୋଗ ନେଇ ଥାନା ଦ୍ୱାରସ୍ଥ । ସୂଚନା ମୁତାବକ ଏନ୍ ଣ୍ଟି ପି ସି ଅଞ୍ଚଳର ଆମ୍ବପାଳ ଗ୍ରାମର ଶୁଭସ୍ମିତା ନାମ୍ନୀ ଜଣେ…

ବଡବିଲ ଦୀପକଷ୍ଟିଲର ବଡବିଲ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟ ରେ ED ର ଚଢାଉ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ରେ ଥିବା ଦୀପକ୍ ଷ୍ଟିଲ ର ବଡବିଲ ମହାନ୍ତ ବସ୍ତି ରୋଡ଼ ସ୍ଥିତ ବାସଭବନ ଓ ବଡବିଲ 10ନମ୍ୱର୍ ୱାର୍ଡ ସ୍ଥିତ କାର୍ଯ୍ୟାଳୟ ଏଵଂ ରାଜ୍ୟର ବିଭିନ୍ନ…

ବାଲିଗୁଡାରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): ଚଳିତ ମାସ ୨୨ ତାରିଖ ସୋମବାର ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏଏସ ସ୍ତରରେ ବଦଳି ନିମନ୍ତେ ଜାରୀ କରାଯାଇଥିବା ଆଦେଶ ଅନୁଯାୟୀ ସୋମବାର ବାଲିଗୁଡାର ନୂତନ ଉପଜିଲ୍ଲାପାଳ ଭାବେ ଡ଼.ରୀନା ପ୍ରଧାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି,…

ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ପରକଣା ଠାରେ ପୂଷ୍ୟ ପୂର୍ଣ୍ଣିମା ଅବସରରେ ଲକ୍ଷ୍ମୀ ପୂଜା ଆୟୋଜିତ

ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ପରକଣା ଠାରେ ପୂଷ୍ୟ ପୂର୍ଣ୍ଣିମା ଅବସରରେ ଆୟୋଜିତ ଲକ୍ଷ୍ମୀ ପୂଜା ରେ ମୁଖ୍ୟ ଅତିଥି ଭାବେ ବିଜେପି ର ରାଜ୍ୟ ମୁଖ ପାତ୍ର ତେଜେଶ୍ୱର ପରିଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଈ ଥିଲେ ଗ୍ରାମ ବାଶି…