ଆଜିର ପ୍ରମୁଖ ଖବର: ନୂଆଦିଲ୍ଲୀ
ଆଜିର ପ୍ରମୁଖ ଖବର: ଦିଲ୍ଲୀରେ ପ୍ରାୟ ୫୦୦ ଅଟକ, SIRକୁ ନେଇ ବିରୋଧ ତୀବ୍ର ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (CEC) ଜ୍ଞାନେଶ କୁମାରଙ୍କ ପଦରୁ ହଟାଇବା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ବନ୍ଦ ଦାବିକୁ ନେଇ…
ଆଜିର ପ୍ରମୁଖ ଖବର: ଦିଲ୍ଲୀରେ ପ୍ରାୟ ୫୦୦ ଅଟକ, SIRକୁ ନେଇ ବିରୋଧ ତୀବ୍ର ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (CEC) ଜ୍ଞାନେଶ କୁମାରଙ୍କ ପଦରୁ ହଟାଇବା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ବନ୍ଦ ଦାବିକୁ ନେଇ…
ରାଜ୍ୟସଭା ଟିକେଟ୍ରେ ବିଜେପିର ବଡ଼ ପରିବର୍ତ୍ତନ, ବାଦ୍ ପଡ଼ିଲେ ୮ ବର୍ତ୍ତମାନର ସାଂସଦ ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରୁ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି ନେଇଛି ବଡ଼ ନିଷ୍ପତ୍ତି। ଦଳ ପକ୍ଷରୁ ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ତାଲିକାରେ କୌଣସି…
ଭାରତ-ସ୍ୱିଜରଲ୍ୟାଣ୍ଡ ସମ୍ପର୍କରେ ନୂଆ ଅଧ୍ୟାୟ, ଏକାଧିକ ଚୁକ୍ତି ସ୍ୱାକ୍ଷର ନୂଆଦିଲ୍ଲୀ, ୫/୧୦: ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ଦିଗରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଛି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱିଜରଲ୍ୟାଣ୍ଡ…
କାଲି ଓଡ଼ିଶା ଆସିବେ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ର କରିବେ ସମୀକ୍ଷା ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଗସ୍ତ ସମୟରେ ସେ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ (HAL) ଉତ୍ପାଦନ ୟୁନିଟ୍…
GST ନିୟମରେ ଆସିପାରେ ବଡ଼ ସଂସ୍କାର: ଛୋଟ ବ୍ୟବସାୟୀଙ୍କୁ ମିଳିବ ସହଜ ପଞ୍ଜୀକରଣ ସୁବିଧା ନୂଆଦିଲ୍ଲୀ: ବ୍ୟବସାୟୀଙ୍କ ପାଇଁ ଜିଏସଟି ବ୍ୟବସ୍ଥାକୁ ଅଧିକ ସରଳ ଓ ସୁବିଧାଜନକ କରିବା ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛି ଜିଏସଟି କାଉନସିଲ୍। ଆଗାମୀ ବୈଠକରେ…
୫ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ଯାଞ୍ଚ କରିବେ ଡେପୁଟି ନିର୍ବାଚନ କମିସନର ଇଭିଏମ୍-ଭିଭିପାଟ୍ର ପ୍ରାଥମିକ ଯାଞ୍ଚ ଆରମ୍ଭ ନୂଆଦିଲ୍ଲୀ: ୨୦୨୭ରେ ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ କମିସନଙ୍କ ପ୍ରସ୍ତୁତି ଜୋରଦାର ହୋଇଛି। ନିର୍ବାଚନୀ ପ୍ରସ୍ତୁତିର…
ପାଇଲଟ୍ ସ୍ମିତ ମଚ୍ଛାରଙ୍କ ସାହସକୁ ନେତନ୍ୟାହୁଙ୍କ ସଲାମ, ମୋଦିଙ୍କ ସହ ଇସ୍ରାଏଲ ନିମନ୍ତ୍ରଣ ନୂଆଦିଲ୍ଲୀ: ବିମାନ ଉଡ଼ାଣ ସମୟରେ ଅସାଧାରଣ ସାହସ ଓ ଦାୟିତ୍ୱବୋଧ ପ୍ରଦର୍ଶନ କରି ୧୭୦ରୁ ଅଧିକ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…
ୟୁକ୍ରେନ୍ ଯୁଦ୍ଧ ଶେଷ ପାଇଁ ମୋଦୀଙ୍କ ପାଖରେ ‘ଉତ୍ତମ ବିଚାର’ ରହିଛି: ପୁଟିନ୍ ନୂଆଦିଲ୍ଲୀ: ୟୁକ୍ରେନ୍ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତର ଭୂମିକାକୁ ପୁଣିଥରେ ପ୍ରଶଂସା କରିଛି ରୁଷ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ…
ଗାନ୍ଧୀ ଜୟନ୍ତୀରେ ବୁଲିବାକୁ ଯାଇଥିଲେ, ସମୁଦ୍ରରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ ବିଶାଖାପାଟଣା: ଗାନ୍ଧୀ ଜୟନ୍ତୀ ଛୁଟିରେ ସାଙ୍ଗମାନଙ୍କ ସହ ବେଳାଭୂମି ବୁଲିବାକୁ ଯାଇଥିବା ୩ ନବମ ଶ୍ରେଣୀ ଛାତ୍ରଙ୍କ ପାଇଁ ଖୁସିର ଯାତ୍ରା ପାଲଟିଗଲା ଦୁଃଖଦ ଘଟଣାରେ। ବିଶାଖାପାଟଣାର ରୁଷିକୋଣ୍ଡା…
ଏସୀୟ କ୍ରୀଡ଼ାରେ ହକି ସ୍ୱର୍ଣ୍ଣ ବଜାୟ ରଖିବାରୁ ଭାରତୀୟ ପୁରୁଷ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ନୂଆଦିଲ୍ଲୀ, ୩ ଅକ୍ଟୋବର: ଏସୀୟ କ୍ରୀଡ଼ାରେ ପୁଣିଥରେ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ପୁରୁଷ ହକି ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ…