ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ ଆରମ୍ଭ
ନୁଆଦିଲ୍ଲୀ: ଭାରତୀୟ ସଂସଦ ୧୪-୧୬ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଏବଂ ପିଠାସନୀ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି) ଆୟୋଜନ କରିବ। ଏହି ଉଚ୍ଚସ୍ତରୀୟ ଆନ୍ତଃସଂସଦୀୟ ସମ୍ମିଳନୀ ସଂସଦୀୟ ଗଣତନ୍ତ୍ର ପାଇଁ ସମସାମୟିକ ପ୍ରାସଙ୍ଗିକତା ସମ୍ବନ୍ଧୀୟ ବିଷୟଗୁଡ଼ିକ…
