Category: National

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ; ଭାରତ ତିଆରି କଲା ୧୦୦୦ କିଲୋ ଓଜନର ଗ୍ଲାଇଡ୍ ବମ୍

ଭାରତ DRDO ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଭାରତୀୟ ବାୟୁସେନାର Su-30MKI ଲଢ଼ୁଆ ବିମାନରୁ ଦୂରଗାମୀ ଗ୍ଲାଇଡ୍ ବମ୍ ସଫଳତାର ସହ ପରୀକ୍ଷଣ କରାଯାଇଛି। ‘ଗୌରବ’ ନାମକ ଏହି ସ୍ୱଦେଶୀ ଅସ୍ତ୍ର ଦୂରରୁ ସଠିକତାର ସହିତ ଲକ୍ଷ୍ୟକୁ ଧ୍ୱଂସ…

କୋଇଲା ଦୁର୍ନୀତି ମାମଲାରେ ୪୪ଟି ସ୍ଥାନରେ ED ର ବଡ଼ ଚଢ଼ାଉ, ନଗଦ ୧୪ କୋଟି ଏବଂ ସୁନା ଜବତ

ନୁଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ED ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ୪୪ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ଆଇନ ଅନୁଯାୟୀ କରାଯାଇଥିଲା। ଏହି ଚଢ଼ାଉ ସମୟରେ ED…

ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା ନେତାମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

ନୂଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍‌ଏ) ନେତାମାନଙ୍କ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏହି ବୈଠକ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ବ୍ରାଜିଲର ରାଷ୍ଟ୍ରପତି…

ପୁଣି ଭାରତୀୟ ମହିଳା ବିଶ୍ଵ ଚାମ୍ପିଅନ୍

ପୁଣି ଇତିହାସ ରଚିଲେ ଭାରତୀୟ ମହିଳା। ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ଟି-୨୦ ବିଶ୍ଵକପ୍ ରେ ଭାରତ ଚାମ୍ପିଅନ୍ ହୋଇଛି । କଲମ୍ବୋରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ନେପାଳକୁ ୭ ଓ୍ବିକେଟ୍‌ ରେ ହରାଇ ଭାରତ ଚାମ୍ପିଅନ୍ ହୋଇଛି। ଭାରତ ପ୍ରଥମଥର…

ସୋମବାର ଶପଥ ନେବେ ଦେଶର ୫୩ତମ ସିଜେଆଇ ସୂର୍ଯ୍ୟକାନ୍ତ

ସୋମବାର ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦେଶର ୫୩ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେବେ । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଏହି ଶପଥ ଗ୍ରହଣ ସମାରୋହରେ ବିଶ୍ୱର ୬ଟି ଦେଶର ମୁଖ୍ୟ ନ୍ୟାୟାଧୀଶ ଯୋଗ ଦେବେ । ଏଥିସହ ସୁପ୍ରିମକୋର୍ଟର ଇତିହାସରେ…

ଗୌତମ ଆଦାନୀ କଲେ ବଡ଼ ଘୋଷଣା , ଇଣ୍ଡୋଲୋଜି ମିଶନ ପାଇଁ ଦେଲେ 100 କୋଟି ଟଙ୍କା

ପ୍ରଥମ ଆଦାନୀ ଗ୍ଲୋବାଲ୍ ଇଣ୍ଡୋଲୋଜି କନକ୍ଲେଭରେ, ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଇଣ୍ଡିଆ ନଲେଜ୍ ଗ୍ରାଫ୍ ସୃଷ୍ଟି କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଘୋଷଣା କରିଥିଲେ, ଏହା ଏକ ପ୍ରଥମ ପ୍ରକାରର ଡିଜିଟାଲ୍ ଫ୍ରେମୱାର୍କ ଯାହା କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ…

ଦ୍ବିତୀୟ ଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪୮୯; ଭାରତ ୯/୦

ସ୍ଥାନୀୟ ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିୟନ୍ତ୍ରଣରେ ରହିଛି। ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ଭାରତୀୟ ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା…

ଆନ୍ତଃରାଜ୍ୟ ସାଇବର-ଆର୍ଥିକ ଠକେଇ ରାକେଟର ପର୍ଦ୍ଦାଫାସ

ନୂଆଦିଲ୍ଲୀ – ଦିଲ୍ଲୀ ପୋଲିସର ଅପରାଧ ଶାଖା ସାଇବର ସେଲ୍ ଏକ ଆନ୍ତଃରାଜ୍ୟ ସାଇବର-ଆର୍ଥିକ ଠକେଇ ରାକେଟର ପର୍ଦ୍ଦାଫାସ କରିଛି ଏବଂ ଏକ ନିବେଶ ଠକେଇରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗ ନକଲି ବାଣିଜ୍ୟ ପ୍ଲାଟଫର୍ମ ବ୍ୟବହାର…

ଆତଙ୍କବାଦୀ ଆଡ୍ଡା ଧ୍ୱଂସ; ବିପୁଳ ସଂଖ୍ୟକ ରାଇଫଲ୍ ଏବଂ ଗ୍ରେନେଡ୍ ଉଦ୍ଧାର

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ ଘାଟିରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ନିୟନ୍ତ୍ରଣ ରେଖା ନିକଟରେ ହନ୍ଦୱାଡା-ନୌଗାମ ସେକ୍ଟରରେ ଏକ ମିଳିତ ଅପରେସନ ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ଆତଙ୍କବାଦୀ ଆଡ୍ଡାକୁ ଠାବ କରିଛନ୍ତି ।…

ବିଶ୍ୱ ଟେଲିଭିଜନ ଦିବସ ୨୦୨୫; ସାରା ଭାରତରେ ୨୩୦ ନିୟୁତ ପରିବାରକୁ କରୁଛି ସଂଯୋଗ

ନୁଆଦିଲ୍ଲୀ: ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯାଏ। ଏହି ଦିବସ ଟେଲିଭିଜନକୁ ସୂଚନା ଦେବା, ଶିକ୍ଷା ଦେବା ଏବଂ ଜନମତକୁ ପ୍ରଭାବିତ କରିବା ଏବଂ ଯୋଗାଯୋଗ ତଥା ବିଶ୍ୱ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ…

You missed