ସମ୍ବିଧାନ ଦିବସ: ସମ୍ବୋଧନ କରିବେ ରାଷ୍ଟ୍ରପତି
ସମ୍ବିଧାନ ଦିବସ: ସମ୍ବୋଧନ କରିବେ ରାଷ୍ଟ୍ରପତି ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲ୍ରେ କାର୍ଯ୍ୟକ୍ରମ**ସଂସଦର ୨ ସଦନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। Post Views: 13
ସମ୍ବିଧାନ ଦିବସ: ସମ୍ବୋଧନ କରିବେ ରାଷ୍ଟ୍ରପତି ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲ୍ରେ କାର୍ଯ୍ୟକ୍ରମ**ସଂସଦର ୨ ସଦନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। Post Views: 13
ଭାରତୀୟ ସମ୍ବିଧାନର ଅନୁବାଦ ସଂସ୍କରଣ ନଅଟି ଭାଷା : ମାଲାୟଲମ, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଅହମୀୟାରେ ପ୍ରକାଶିତ ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ନଭେମ୍ବର ପୂର୍ବାହ୍ନ ପ୍ରାୟ 11ଟାରେ ସମ୍ବିଧାନ ସଦନର…
ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନୂତନ କ୍ୟାବିନେଟ ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ କରିଛନ୍ତି । ଏହା ସହ ୧୮ତମ ବିଧାନସଭାର ପ୍ରଥମ ଅଧିବେଶନ ତାରିଖ…
ଜେଡିୟୁ ବିଧାୟକ ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ । ଗୟା ଆସନରୁ ନବମ ଥର ପାଇଁ ଜିତିଥିବା ବିଜେପି ବିଧାୟକ ପ୍ରେମ କୁମାର ବାଚସ୍ପତି ଭାବରେ ନିର୍ବାଚିତ ହୋଇପାରନ୍ତି । ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଲଗାତାର…
ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ । ୪ ଶହ ପାର କଲା AQI । ଲଗାତାର ଦିଲ୍ଲୀର ପ୍ରଦୂଷଣ ସ୍ତର ବଢ଼ିବାରେ ଲାଗିଛି। ଫଳରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ତରରେ ପହଞ୍ଚିଛି । କିଛି କ୍ଷେତ୍ରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪…
ଭାରତୀୟ ମହିଳା କବାଡ଼ି ଦଳ ଲଗାତାର ଦ୍ବିତୀୟ କବାଡ଼ି ବିଶ୍ବକପ୍ ଜିତି ସମଗ୍ର ଦେଶକୁ ଗର୍ବିତ କରିଛି। ସୋମବାର ଫାଇନାଲ୍ରେ ଭାରତୀୟ ଦଳ ଚାଇନିଜ୍ ତାଇପେଇକୁ ୩୫-୨୮ରେ ହରାଇଥିଲା। ପୂରା ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଆଧିପତ୍ୟ ବିସ୍ତାର କରିଥିଲେ। ଯାହା ଏହି…
ଆସନ୍ତା ୩୦ ତାରିଖରେ ସର୍ବଦଳୀୟ ବୈଠକ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସୂଚନା । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବୈଠକ । ଡିସେମ୍ବର ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ । Post Views: 11
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା । ଧର୍ମଧ୍ବଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା। ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍’ ।ମାର୍ଗଶିର ମାସ ଶୁକ୍ଳପକ୍ଷ…
ନୁଆ ସିଜେଆଇ ଭାବେ ଶପଥ ନେଳଏ ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ଚିଫ୍ ଜଷ୍ଟିସ ଭାବେ ନେଇଛନ୍ତି ଦାୟିତ୍ୱ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପୂର୍ବରୁ ସିଜେଆଇ ବିଆର…
ଵଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ ଡିସଚାର୍ଜ କରାଯାଇ…