Category: National

ଆମେରିକା ସହିତ ତିକ୍ତ ଶୁଳ୍କ ଯୁଦ୍ଧ ମଧ୍ୟରେ ଭାରତ ନେଲା ବଡ ପଦକ୍ଷେପ: ଖୁସି ହେବ ପଡ଼ୋଶୀ ଚୀନ୍

ନୁଆଦିଲ୍ଲୀ: ଆମେରିକା ଏକ ବାଣିଜ୍ୟ ଚୁକ୍ତି ପାଇଁ ରାଜି ହେବାର ନିକଟତର ବୋଲି କୁହାଯାଉଛି। ଏହା ଆଶା କରାଯାଉଛି ଯେ, ଆମେରିକା ଶୁଳ୍କ ହାର ହ୍ରାସ କରିବ, ଭାରତୀୟ ରପ୍ତାନିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ସେମାନଙ୍କୁ ଆମେରିକା ବଜାରରେ…

ଚାରୋଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀକୁ ସ୍ୱାଗତ କଲା ଭାରତୀୟ ମଜଦୁର ସଂଘ

ନୂଆଦିଲ୍ଲୀ- ଭାରତୀୟ ମଜଦୁର ସଂଘ ଚାରୋଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀକୁ ସ୍ୱାଗତ କରିଛି। ମଜଦୁର ସଂଘର ଜାତୀୟ ସମ୍ପାଦକ ଗିରିଶ ଆର୍ଯ୍ୟ କହିଛନ୍ତି ଯେ, ସ୍ୱାଧୀନତା ପରଠାରୁ ଏହା ଶ୍ରମିକଙ୍କ ସପକ୍ଷରେ ସବୁଠାରୁ ବଡ଼ ସଂସ୍କାର। ସେ କହିଛନ୍ତି ଯେ,…

ଜି-୨୦ ନେତା ସମ୍ମିଳନୀରେ ବିଭିନ୍ନ ଦେଶର ନେତାଙ୍କ ସହ ଆଲୋଚନା କଲେ ପିଏମ ମୋଦୀ

ଜୋହାନ୍ସବର୍ଗ (ଦକ୍ଷିଣ ଆଫ୍ରିକା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ନେତା ସମ୍ମିଳନୀରେ ବିଭିନ୍ନ ଦେଶର ନେତାଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭା, ଆବୁଧାବିର କ୍ରାଉନ ପ୍ରିନ୍ସ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ, ଦକ୍ଷିଣ…

ମୁମ୍ବାଇ ଧାରାଭିରେ ଭୟଙ୍କର ଅଗ୍ନିକାଣ୍ଡ, ହାର୍ବର ଲାଇନ ଲୋକାଲ ଟ୍ରେନ୍ ସେବା ପ୍ରଭାବିତ

ମୁମ୍ବାଇ -ଶନିବାର ଅର୍ଥାତ୍ ଆଜି ଅପରାହ୍ନରେ ମୁମ୍ବାଇର ଧାରାଭି ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହା ବ୍ୟାପକ ଆତଙ୍କ ସୃଷ୍ଟି କରିଛି । ରେଳ କ୍ରସିଂ ଏବଂ ନୁର ରେଷ୍ଟୁରାଣ୍ଟ ନିକଟରେ ଥିବା ପ୍ଲଟ୍ ନମ୍ବର ୧ର ନଭରଙ୍ଗ…

‘ହିନ୍ଦୁ ବିନା ବିଶ୍ୱର ଅସ୍ତିତ୍ୱ ନାହିଁ’: ମୋହନ ଭାଗବତ

ଇମ୍ଫାଲ: ହିନ୍ଦୁ ନରହିଲେ ବିଶ୍ବର ଅସ୍ତିତ୍ବ ରହିବ ନାହିଁ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏବେ ୩ଦିନିଆ ମଣିପୁର ଗସ୍ତରେ ଥିବା ବେଳେ ଏଭଳି କହିଛନ୍ତି। ଇମ୍ଫାଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ସଭ୍ୟତା, ସମାଜ ଏବଂ…

‘ବିଏସ୍ଏଫ୍’ର ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

ନୁଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଗୁଜରାଟର ଭୁଜଠାରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘବୀ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ଦଲଜିତ ସିଂହ…

ଶ୍ରମ ଆଇନକୁ ସରଳ ଏବଂ ସୁଗମ କରିବା ପାଇଁ ଚାରୋଟି ଶ୍ରମ ସଂହିତା ଲାଗୁ

ନୁଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତି କ୍ରମରେ ଭାରତ ସରକାର ଶୁକ୍ରବାରଠାରୁ ଚାରୋଟି ଶ୍ରମ ସଂହିତା – ମଜୁରୀ ସଂହିତା, ୨୦୧୯, ଶିଳ୍ପ ସମ୍ପର୍କ ସଂହିତା, ୨୦୨୦, ସାମାଜିକ ସୁରକ୍ଷା ସଂହିତା, ୨୦୨୦, ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି…

ଏସିଆ କପ୍ ସେମିଫାଇନାଲରେ ହାରିଲା ଭାରତ, ସୁପର ଓଭର ଜିତି ଫାଇନାଲରେ ପ୍ରବେଶ କଲା ବାଂଲାଦେଶ

ନୁଆଦିଲ୍ଲୀ: ଏସିଆ କପ୍ ସେମିଫାଇନାଲରେ ବାଂଲାଦେଶ ଠାରୁ ଭାରତ ପରାସ୍ତ ହୋଇଛି। ସେମିଫାଇନାଲ ମ୍ୟାଚରେ ଭାରତକୁ ବାଂଲାଦେଶ ସୁପର ଓଭରରେ ପରାସ୍ତ କରିଛି। ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟର ଏହି ସେମିଫାଇନାଲ ମ୍ୟାଚରେ ବାଂଲାଦେଶ ଏବଂ ଭାରତ ଉଭୟର ପ୍ରଥମ…

ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ, ଏୟାର ସୋ’ ବେଳେ ବଡ଼ ଦୁର୍ଘଟଣା

ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁବାଇରେ ଏୟାର ସୋ’ ବେଳେ ବଡ଼ ଦୁର୍ଘଟଣା ଘଟିଛି । ଦୁବାଇ ଏୟାର ସୋ’ରେ ଏକ ପ୍ରଦର୍ଶନୀ ସମୟରେ ଏକ ଭାରତୀୟ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ୍ ବାହାରକୁ ବାହାରି ଆସିଥିଲେ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

ବିହାର : ବିହାରରେ ଆଜିଠୁ ନୀତିଶ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ନୀତିଶଙ୍କୁ ପଦ ଗୋପନୀୟତା ପାଠ କରାଇଛନ୍ତି ରାଜ୍ୟପାଳ । ଦଶମ ଥର ଭାବେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।…