Category: National

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

ବିହାର : ବିହାରରେ ଆଜିଠୁ ନୀତିଶ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ନୀତିଶଙ୍କୁ ପଦ ଗୋପନୀୟତା ପାଠ କରାଇଛନ୍ତି ରାଜ୍ୟପାଳ । ଦଶମ ଥର ଭାବେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।…

୩୧୦୦ କୋଟି ଠକେଇର ପର୍ଦ୍ଦାଫାସ: ଲଗଜରୀ କାର, ନଗଦ ଏବଂ କ୍ରିପ୍ଟୋ ଜବତ, ପାଞ୍ଚ ଗିରଫ

ନୁଆଦିଲ୍ଲୀ: ରାଜସ୍ଥାନ ଭରତପୁରରେ ୩,୧୦୦ କୋଟି ଟଙ୍କାର ଏକ ଠକେଇର ପର୍ଦ୍ଦାଫାସ କରି ପୋଲିସ ପାଞ୍ଚ ଜଣ ଅପରାଧୀଙ୍କୁ ଗିରଫ କରିଛି। ପୋଲିସ ଅଧୀକ୍ଷକ ପଙ୍କଜ ଯାଦବ କହିଛନ୍ତି ଯେ, ପୋଲିସ ଅଭିଯୁକ୍ତଙ୍କଠାରୁ ୪୦ ଲକ୍ଷ ଟଙ୍କା ନଗଦ, ସୁନା ଅଳଙ୍କାର,…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ଜୀବନ୍ତ ପ୍ରଦର୍ଶନୀ

ନୁଆଦିଲ୍ଲୀ: ଭାରତ ମଣ୍ଡପମରେ ଅନୁଷ୍ଠିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍‌), ଭାରତର ସର୍ବବୃହତ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଏକ ଆକର୍ଷଣୀୟ ପ୍ରଦର୍ଶନୀ ଭାବରେ ଉଭା ହୋଇଛି। ଏହାର ୪୪ବର୍ଷର ଐତିହ୍ୟ ଏବଂ ଏହି ବର୍ଷର ‘ଏକ ଭାରତ ଶ୍ରେଷ୍ଠ ଭାରତ’…

ଧାନ କ୍ଷେତ୍ରରେ ତାମିଲନାଡୁ ଦ୍ୱାରା କରାଯାଇଥିବା କାର୍ଯ୍ୟ ବିଶ୍ୱ ସ୍ତରରେ ଅତୁଳନୀୟ: ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫ ରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରାକୃତିକ କୃଷିରେ ନିୟୋଜିତ ଚାଷୀମାନଙ୍କୁ ଅଭିବାଦନ ଜଣାଇ ଶ୍ରୀ ମୋଦୀ କଦଳୀ ଉତ୍ପାଦନ ଦେଖିଥିଲେ ଏବଂ…

ନକଲି-ମୃତ ଭୋଟରଙ୍କୁ ଚିହ୍ନଟ ପାଇଁ ଏଆଇର ସାହାଯ୍ୟ ନେବ ECI

ନକଲି କିମ୍ବା ମୃତ ଭୋଟରଙ୍କୁ ବାଦ୍ ଦେବା ପାଇଁ ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ସମୟରେ ନିର୍ବାଚନ ଆୟୋଗ କୃତ୍ରିମ ବୁଦ୍ଧିମତା (ଏଆଇ) ଭିତ୍ତିକ ଯାଞ୍ଚ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛନ୍ତି ବୋଲି ମଙ୍ଗଳବାର ଜଣେ ବରିଷ୍ଠ…

ଭାରତକୁ ଆସିଲା ଅନମୋଲ ବିଷ୍ଣୋଇ, ଗିରଫ କଲା NIA

ଭାରତ ଆସିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇ। ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସର ଭାଇ ଅନମୋଲକୁ ବହିଷ୍କାର କରିଥିଲା ଆମେରିକା। ଦିଲ୍ଲୀରେ ପହଞ୍ଚିବା ପରେ ତାକୁ ବିଧିବଦ୍ଧ…

ସତ୍ୟସାଇ ବାବାଙ୍କ ବାଣୀରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଥିଲା’

ସମସ୍ତଙ୍କୁ ଭଲ ପାଅ । ସମସ୍ତଙ୍କ ସେବା କର । ଏହା ହିଁ ଭାରତୀୟ ସଂସ୍କୃତିର ମୂଳମନ୍ତ୍ରୀ । ସତ୍ୟସାଇ ବାବାଙ୍କ ବାଣୀରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଥିଲା । ସମାଜର ସାମଗ୍ରିକ ବିକାଶ ପାଇଁ ସେ ନେଇଥିବା…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେଲା ବନ୍ୟପ୍ରାଣୀ ଏବଂ ଜଳପ୍ରବାହ ଜନିତ ଫସଲ କ୍ଷତ

ଵନ୍ୟ ପ୍ରାଣୀ ଏବଂ ଜଳ ପ୍ରବାହ ଜନିତ ଫସଲ କ୍ଷତିକୁ ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବନ୍ୟ ପ୍ରାଣୀ ଯୋଗୁଁ ହେଉଥିବା…

ନଭେମ୍ବର ୨୫ରେ ରାମ ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ଶ୍ରୀ ରାମ ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ପତାକା ଉତ୍ତୋଳନ ଏବଂ ପୂର୍ଣ୍ଣାହୁତି ସମାରୋହକୁ…

ସାଉଦି ଆରବ ମଦିନାରେ ବସ୍ ଅଗ୍ନିକାଣ୍ଡ ଘଟଣାରେ ୪୨ ଜଣ ଭାରତୀୟଙ୍କ ମୃତ୍ୟୁ

ହାଇଦ୍ରାବାଦ : ସାଉଦି ଆରବ ମଦିନାରେ ବସ୍ ଅଗ୍ନିକାଣ୍ଡ ଘଟଣାରେ ୪୨ ଜଣ ଭାରତୀୟଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ଗୋଟିଏ ପରିବାରର ୧୮ ସଦସ୍ୟଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ପିଢିଙ୍କ ଜୀବନଯାତ୍ରା…