Category: National

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ନୂଆ କ୍ରୀଡ଼ା ନୀତି-୨୦୨୫କୁ ମିଳିଲା ମଞ୍ଜୁରି

କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସରକାର ନୂତନ କ୍ରୀଡା ନୀତି-୨୦୨୫କୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ଲିଙ୍କ୍ଡ ଇନସେଣ୍ଟିଭ ସ୍କିମ (ମୂଲ୍ୟ ୧.୦୭ ଲକ୍ଷ କୋଟି ଟଙ୍କା), ଗବେଷଣା…

୧୧ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ। ପୂର୍ବରୁ ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ତାରିଖ ପରିବର୍ତ୍ତନ ହୋଇଛି। ୧୧…

ଭୟାବହ ଦୁର୍ଘଟଣା,ଜଳପ୍ରପାତରେ ପଡ଼ିଗଲେ ୬ ମହିଳା

ବିହାରର ଗୟା ଜିଲ୍ଲାର ଲାଙ୍ଗୁରିଆ ପାହାଡ଼ ଜଳପ୍ରପାତରେ ହଠାତ୍ ପାଣି ଭିତରେ ଖସିପଡ଼ି ଏକ ଭୟାବହ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ୬ ମହିଳା। ସୌଭାଗ୍ୟବଶତଃ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରବିବାର ଘଟିଥିବା ଏହି ଘଟଣାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା…

ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ହେବାକୁ ଯାଉଛି ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ଥର ବିବୃତ୍ତି ଆସିଛି। ଆମେରିକା ରାଷ୍ଟ୍ରପତି ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ବହୁତ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଏବେ ପୁଣି ଥରେ ଏହି ଦୃଢ଼ ସମ୍ପର୍କକୁ ହ୍ୱାଇଟ୍…

ପ୍ରଧାନମନ୍ତ୍ରୀ ଜୁଲାଇ ୨ରୁ କରିବେ ବିଦେଶ ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨ରୁ ପାଞ୍ଚଟି ଦେଶ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଘାନାରୁ ଆରମ୍ଭ ହେବ। ତେବେ ମୋଦୀ ଦୀର୍ଘ ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଘାନା ଗସ୍ତ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ…

ପୁରୀ ଶରଧାବାଲିରେ ଦଳାଚକଟା ପ୍ରଶାସନ ଅବହେଳାର ପରିଣାମ: ରାହୁଲ ଗାନ୍ଧୀ

ପୂରୀ\ନୂଆଦିଲ୍ଲୀ: ପୁରୀ ଅଘଟଣ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦୁଃଖ ପ୍ରକାଶ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କଲେ ରାହୁଲ ଗାନ୍ଧୀ। ଆହତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ଅପିଲ୍ ମଧ୍ୟ କଲେ। ଆହତଙ୍କୁ…

ମୋଦୀଙ୍କ ସହ କଥା ହେଲେ ମହାକାଶଚାରୀ ଶୁଭାଂଶୁ; କହିଲେ ଗୋଡ ବାନ୍ଧି କଥା ହେଉଛି ନଚେତ୍

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମହାକାଶକୁ ଯାତ୍ରା କରିଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଅନ୍ୟ ୩ଜଣ ମହାକାଶଚାରୀ । ଏହା ବ୍ୟତୀତ ମହାକାଶଚାରୀ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଯିଏ…

ଭାରତ ସର୍ବଦା ଶାନ୍ତି, ସେବା ଓ ମାନବିକତାର ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇ ଆସୁଛି: ପ୍ରଧାନମନ୍ତ୍ରୀ

ବିକାଶ ଓ ଐତିହ୍ୟ ଉଭୟକୁ ପ୍ରାଥମିକତା ଦେଇ ଦେଶ ପ୍ରଗତି ଦିଗରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି । ଆଜି ନୂଆଦିଲ୍ଲୀ ଠାରେ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହକୁ ଉଦ୍‍ଘାଟନ କରିବା ଅବସରରେ…

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲେ ଛେରାପହଁରା

ପଶ୍ଚିମବଙ୍ଗ ଦୀଘାରେ ଆଜି ଇସ୍କନ୍ ପକ୍ଷରୁ ରଥଯାତ୍ରା ପାଳନ କରାଯାଇଛି। ପୂର୍ବାହ୍ନ ୯ଟାରେ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୧ଟା ବେଳେ ଶ୍ରୀଜିଉମାନେ ରଥାରୂଢ଼ ହୋଇଥିଲେ। ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଛେରାପହଁରା କରିବା ପରେ…

ଏଣିକି ଘରେ ବସି ଦେଇପାରିବେ ଭୋଟ!ଲଞ୍ଚ ହେଲା ଇ-ଭୋଟିଂ ଆପ୍‌

ମତଦାନ କରିବାକୁ ଭୋଟିଂ କେନ୍ଦ୍ରକୁ ଯିବାକୁ ଅସୁବିଧା ଅଛି କି ? ଆଉ ଟେନ୍‌ସନ୍‌ ନାହିଁ । ଘରେ ବସି ମତଦାନ ସାବ୍ୟସ୍ତ କରିପାରିବେ । ମତଦାତାଙ୍କ ପାଇଁ ଆରମ୍ଭ ହୋଇଛି ମୋବାଇଲ ଫୋନ୍‌ରେ ମତଦାନ ସୁବିଧା । ଲଞ୍ଚ ହୋଇଛି…