Category: National

ଗୌତମ ଆଦାନୀଙ୍କ 63ତମ ଜନ୍ମଦିନରେ ରକ୍ତଦାନ ଅଭିଯାନ, 27661 ୟୁନିଟ୍ ରକ୍ତ ସଂଗ୍ରହ କରି ଗତ ବର୍ଷର ରେକର୍ଡ ଭାଙ୍ଗିଲା

ଦେଶର ଜଣାଶୁଣା ବ୍ୟବସାୟୀ ଗୌତମ ଆଦାନୀଙ୍କ ୬୩ତମ ଜନ୍ମଦିନ ଅବସରରେ, ଆଦାନୀ ଗ୍ରୁପର ସାମାଜିକ କଲ୍ୟାଣ ଏବଂ ବିକାଶ ଶାଖା, ଆଦାନୀ ଫାଉଣ୍ଡେସନ, ଜୁନ୍ ୨୪, ମଙ୍ଗଳବାର ଦିନ ୨୧ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୨୦୬ଟି ସହରରେ ଏକ…

ପୁଣି କୋଲକାତା, ପୁଣି ଲଜ୍ଜା: ଆଇନ ମହାବିଦ୍ୟାଳୟ ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଗିରଫ

କୋଲକାତା: କୋଲକାତାରେ ପୁଣି ଲଜ୍ଜା। ସାଉଥ କାଲକାତା ଲ କଲେଜରେ ଜଣେ ୨୪ ବର୍ଷୀୟ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ମାମଲା ଧିରେଧିରେ ତେଜିବାରେ ଲାଗିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ମନୋଜିତ…

‘ସୁଖ, ସମୃଦ୍ଧି ଆଉ ସୌଭାଗ୍ୟ’: ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି

ଭୂବନେଶ୍ବର/ନୂଆଦିଲ୍ଳୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥାରୂଢ ହେବେ ତିନି ଠାକୁର । ଏନେଇ ଏବେ ଦେଶବିଦେଶରୁ ଓଡିଶାକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ଆରମ୍ଭ ହେବା ଅବସରରେ ଭକ୍ତମାନଙ୍କୁ…

ଏସ୍‌ସିଓ ମିଳିତ ବିବୃତିରେ ସ୍ବାକ୍ଷର କଲାନି ଭାରତ

ନୂଆଦିଲ୍ଲୀ : ପଡ଼ୋଶୀ ରାଷ୍ଟ୍ରମାନଙ୍କୁ କଡ଼ା ବାର୍ତ୍ତା ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ବୈଠକରେ ଏକ ମିଳିତ ବିବୃତିରେ ସ୍ୱାକ୍ଷର କରିବାକୁ ମନା କରିଦେଇଛନ୍ତି। ଏହି ବିବୃତିରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ସଂକ୍ରାନ୍ତରେ…

ନବୀନଙ୍କୁ ଫୋନ କରି ସ୍ୱାସ୍ଥ୍ୟ କଥା ବୁଝିଲେ ପିଏମ୍ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବା ପାଇଁ ଗତକାଲି ରାତିରେ ତାଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ଶୀଘ୍ର ଓ ପୂର୍ଣ୍ଣ ଆରୋଗ୍ୟ ପାଇଁ ଶୁଭେଚ୍ଛା…

ରଥଯାତ୍ରା ଦେଖିବେ ଉପ-ରାଷ୍ଟ୍ରପତି, ପରିବହନ ମନ୍ତ୍ରୀଙ୍କ ସୂଚନା

ଭୂବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି।ଏହା ସହ ଅନେକ ଶିଳ୍ପପତି ଏବଂ VVIP ମଧ୍ୟ…

ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା :ଭାସିଗଲେ ୨୦ଶ୍ରମିକ

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା । ୨୫ ଜୁନରେ ପ୍ରବଳ ବର୍ଷା ପରେ ଧର୍ମଶାଳା ନିକଟସ୍ଥ ଖାନିଆରାର ମାନୁନି ଖଡ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ମାନୁନି ଖଡ୍ଡରେ ଜଳ ପ୍ରକଳ୍ପରେ କାମ କରୁଥିବା ୧୫ରୁ ୨୦ ଜଣ…

ସିଡିଏସଙ୍କୁ ମିଳିଲା ବଡ଼ କ୍ଷମତା, ଜଏଣ୍ଟ ଅର୍ଡର ଜାରି କରିବାକୁ ଅଧିକାର ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି। ଭାରତୀୟ ସଶକ୍ତ ବଳକୁ ଆଧୁନିକୀକରଣ କରିବା ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ) ତଥା ସାମରିକ ବ୍ୟାପାର ବିଭାଗ ସଚିବଙ୍କୁ ନୂଆ କ୍ଷମତା ପଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।…

ଆସନ୍ତାକାଲି ମହାକାଶକୁ ଯିବେ ଶୁଭାଂଶୁ , ଧ୍ୟାହ୍ନରେ ଉଡ଼ାଣ ନେଇ ସମୟ ଧାର୍ଯ୍ୟ

ଆସନ୍ତାକାଲି ମହାକାଶ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଏକାଧିକଥର ବାତିଲ ପରେ ବୁଧବାର ମଧ୍ୟାହ୍ନରେ ଉଡ଼ାଣ ଭରିବ ସ୍ପେଶ୍‌ ଏକ୍ସର ମିଶନ୍ । ଆକ୍ସିଅମ୍ -ଫୋର୍ । ଏନେଇ ନାସା ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି…

ପ୍ରଥମ ଟେଷ୍ଟରେ ଭାରତକୁ 6 ରନର ଲିଡ୍; ବୁମରାଙ୍କୁ 5 ୱିକେଟ୍

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ । 465 ରନରେ ଅଲଆଉଟ୍ ହେଲା ଇଂଲଣ୍ଡ । ପ୍ରଥମ ପାଳିରେ ଭାରତର ଲିଡ୍ 6 ରନ । ବୁମରାଙ୍କୁ 5 ଓ୍ବିକେଟ୍ । ଲିଡ୍ସର ହେଡିଙ୍ଗଲିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ…