Category: National

ସଡକରୁ ସଂସଦ.ସମ୍ଭଲ ତାତି

ନୂଆଦିଲ୍ଲୀ: ଥମୁନି ସମ୍ଭଲ ହିଂସା ତାତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ସମ୍ଭଲ ଯିବା ପାଇଁ ବାହାରିଥିଲେ । ତେବେ ସେମାନଙ୍କୁ ୟୁପି ଗାଜିପୁର ସୀମାରେ ହିଁ ରୋକାଯାଇଥିଲା । ପୋଲିସ ପ୍ରଶାସନ ସେମାନଙ୍କୁ ସମ୍ବଲ ଯିବାକୁ…

ଡିସେମ୍ବର ୬ରୁ ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ, ପ୍ରତିଦିନ କରିବେ ପଦଯାତ୍ରା

ନୂଆଦିଲ୍ଲୀ: ଡିସେମ୍ବର ୬ରୁ ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ। ବିଭିନ୍ନ ଦାବି ନେଇ ହରିୟାଣା-ପଞ୍ଜାବ ଶମ୍ଭୁ ବର୍ଡର ଏବଂ ଖନୌରୀ ବର୍ଡରରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ତେବେ ଟ୍ରାକ୍ଟର ନେଇ ଆଗକୁ ବଢ଼ିବାକୁ ଅନୁମତି…

ପୁଣି ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ, ବିଜେପିକୁ ଦାୟୀ କଲା ଆପ୍

ନୂଆଦିଲ୍ଲୀ : ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆକ୍ରମଣ । ଦିଲ୍ଲୀ ଗ୍ରେଟର କୈଲାଶ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସୁରକ୍ଷା ଟିମ୍ ଆକ୍ରମଣକାରୀକୁ କାବୁ କରିନେଇଛନ୍ତି। ଏହି…

ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ, ସାମିଲ ହେବେ ରାଷ୍ଟ୍ରପତି

ପୂରୀ: ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକ୍ୟାପଟର ଗର୍ଜରେ କମ୍ପୁଛି ପୁରୀ ବେଳାଭୂମି। ସତେ ଯେପରି ଲାଗୁଛି ପୁରୀ ବେଳାଭୂମିରେ ଯୁଦ୍ଧଭୂମିର କ୍ଷେତ୍ର। ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ନୌସେନା ଦିବସ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ନୌସେନା ଦିବସ…

କଂଗ୍ରେସରେ ଉପରୁ ତଳ ଯାଏ ପରିବର୍ତ୍ତନ ଜରୁରୀ: ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ଶୁକ୍ରବାର ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକ ହୋଇଛି। ନିର୍ବାଚନ ଫଳାଫଳକୁ ନେଇ ନିରାଶ ହେବା ଉଚିତ୍ ନୁହେଁ। ବରଂ ଦଳକୁ ମଜବୁତ କରିବା ପାଇଁ ଉପରୁ ତଳ ପର୍ଯ୍ୟନ୍ତ ପରିବର୍ତ୍ତନ…

ଏଟିଏମରୁ ଉଠାଇପାରିବେ ଇପିଏଫ ଟଙ୍କା!

ନୂଆଦିଲ୍ଲୀ: ଏଣିକି ଏଟିଏମ୍ ଦ୍ବାରା ଉଠାଇ ହେବ ଇପିଏଫ ଟଙ୍କା । ଏନେଇ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଇପିଏଫର ତୃତୀୟ ସଂସ୍କରଣରେ ପେନସନ ଧାରୀଙ୍କୁ ମୋଟା ଅଙ୍କର ଟଙ୍କା ମିଳିବା ସହ କର୍ମଚାରୀଙ୍କ…

ଆଜି ପୁଡୁଚେରୀରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ଫେଙ୍ଗଲ

ଭୂବନେଶ୍ବର, ୩୦/୧୧ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟା ଫେଙ୍ଗଲରେ ପରିଣତ ହୋଇଛି l ଆଜି ତାମିଲନାଡୁ ନିକଟ ପୁଡୁଚେରୀରେ ଲ୍ୟାଣ୍ଡଫଲ୍ କରିପାରେ ‘ଫେଙ୍ଗଲ’। ସମୁଦ୍ର ମଧ୍ୟରେ…

ସୃଷ୍ଟି ହେଲା ବାତ୍ୟା ‘ଫେଞ୍ଜଲ’ : ଆସନ୍ତାକାଲି ଛୁଇଁବ ଉପକୂଳ

ଭୂବନେଶ୍ୱର, ୨୯/୧୧ : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଫେଞ୍ଜଲ’ । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ତାମିଲନାଡୁ-ପୁଡୁଚେରୀ ଉପକୂଳ ଛୁଇଁବ । ଉପକୂଳ ଛୁଇଁବା ବେଳେ ପବନର ବେଗ ୭୦ରୁ ୮୦ କିମି ସମ୍ଭାବନା ରହିଛି। ଘଣ୍ଟାପ୍ରତି ୧୩ କିମି ବେଗରେ…

ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୂବନେଶ୍ୱର, ୨୭/୧୧ : ଆସନ୍ତା ୨୯ ତାରିଖରେ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ଆୟୋଜନ ଚାଲିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ୍‌ ଶୋ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନେମୋହନ ସାମଲ ଗଣମାଧ୍ୟମକୁ ଏହି…

ଶୋଚନୀୟ ପରାଜୟ ପରେ ଇଭିଏମକୁ ଦୋଷ ଦେଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ : ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଇଭିଏମକୁ ଦୋଷ ଦେଇଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ। ମହାରାଷ୍ଟ୍ର ନିର୍ବାଚନରେ ମହାୟୁତିକୁ ୨୩୬ ଆସନ ଓ ମହା ବିକାଶ ଅଘାଡିକୁ ୪୮ ଆସନ ମିଳିଛି। ସେ କହିଛନ୍ତି, ଏହି ଫଳାଫଳ…