Category: National

ଗୀତା ମେହେଟ୍ଟା ଙ୍କ ପରଲୋକ -ଭଉଣୀ ଗୀତା ମେହେଟ୍ଟାଙ୍କୁ ହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଗୀତା ମେହେଟ୍ଟା ଙ୍କ ପରଲୋକ -ଭଉଣୀ ଗୀତା ମେହେଟ୍ଟାଙ୍କୁ ହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ ସମବେଦନା ଜଣାଇଛନ୍ତି। ୧୯୪୩ ମସିହାରେ ନୂଆଦିଲ୍ଲୀରେ ଜନ୍ମିତ ଗୀତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ…

ଗୀତା ମେହେଟ୍ଟା ଙ୍କ ପରଲୋକ

ବିଶିଷ୍ଟ ଲେଖିକା, ସାମ୍ବାଦିକା ତଥା ବୃତ୍ତଚିତ୍ର ନିର୍ମାତା ଗୀତା ମେହଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ଘଟିଛି। ସେ ଟ୍ୱିଟ କରି କହିଛନ୍ତି, ଗୀତା ମେହେଟ୍ଟା ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ। ଲେଖନୀ ଚାଳନା ଓ ବୃତ୍ତଚିତ୍ର…

ପୃଥିବୀର ଚତୁର୍ଥ କକ୍ଷପଥ ସମାପ୍ତ କଲା ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ,୧୫।୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ-୧ ମହାକାଶଯାନ ଚତୁର୍ଥ ‘ଆର୍ଥ ବାଉଣ୍ଡ୍‌ ମନିଭର୍‌’ ସଫଳତାର ସହ ସମାପ୍ତ କରିଛି। ଭାରତୀୟ ସ୍ପେସ ଏଜେନ୍ସି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଏକ୍ସ ମାଧ୍ୟମରେ ଏହି…

ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆସିବ ଏହି ବିବାଦୀୟ ବିଲ୍

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ସ୍ବତନ୍ତ୍ର ଅଧିବେଶନରେ ସମ୍ବିଧାନ ସଭାରୁ ଆଜି ପର୍ଯ୍ୟନ୍ତ ସ୍ୱାଧୀନତାର ୭୫ ବର୍ଷର ସଫଳତା ଉପରେ ଆଲୋଚନା ହେବ। ଏଜେଣ୍ଡାରେ ୪ଟି ବିଲ୍…

ଏନ୍‌କାଉଣ୍ଟର: ଜଣେ ଆତଙ୍କୀ ନିହତ

ଏନ୍‌କାଉଣ୍ଟର: ଜଣେ ଆତଙ୍କୀ ନିହତ କାଶ୍ମୀର ରଜୌରୀରେ ଏନ୍‌କାଉଣ୍ଟର, ଜଣେ ଆତଙ୍କବାଦୀ ନିହତ। ଗୁଳିବିନିମୟ ବେଳେ ଜଣେ ଯବାନ ସହିଦ, ଆଉ ୩ ଆହତ। ସର୍ଚ୍ଚ ଅପରେସନ ବେଳେ ୬ ବର୍ଷର ସେନା କୁକୁର ‘କେଣ୍ଟ’ର ମୃତ୍ୟୁ। ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ…

ଆଜି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ: ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ଜେପି ନଡ୍ଡା ଏବଂ ଅମିତ ଶାହା ମଧ୍ୟ ଯୋଗଦେବେ। ଆଜିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆସନ୍ତା…

ଅସରନ୍ତି ସ୍ବପ୍ନ ସତ କରିବେ ରାଜନେତା ….. ଏକ କୃତ୍ରିମ ସୁଖର ସନ୍ଧାନ ଆଶାରେ ୨୦୨୪ର ଭୋଟର୍ ଭାଇ ଭଉଣୀ

ଅସରନ୍ତି ସ୍ବପ୍ନ ସତ କରିବେ ରାଜନେତା ….. ଏକ କୃତ୍ରିମ ସୁଖର ସନ୍ଧାନ ଆଶାରେ ୨୦୨୪ର ଭୋଟର୍ ଭାଇ ଭଉଣୀ ବିଶେଷ – ଆଜିକୁ ଦେଶ ସ୍ବାଧୀନ ହେବାର ଢେର୍ ଦିନ ବିତି ଯାଇଛି। ଢେର୍ ସାରା ସ୍ବପ୍ନ ସତ ହୋଇଛି।…

ମାନବାଧିକାର, ପ୍ରେସ୍‌ ସ୍ବାଧୀନତା ପ୍ରସଙ୍ଗ ଉଠାଇଥିଲେ ବାଇଡେନ୍‌

ହାନୋଇ,୧୨ା୯: ନୂଆଦିଲ୍ଲୀରେ ଜି୨୦ ସମିଟ୍‌ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତ-ଆମେରିକା ସହଭାଗୀତାକୁ ମଜଭୁତ୍‌ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ବୋଲି ଭିଏଟ୍‌ନାମ ରାଜଧାନୀ ହାନୋଇଠାରେ ଖବରଦାତାମାନଙ୍କୁ କହିଛନ୍ତି। ଏଥିସହିତ ମାନବାଧିକାରକୁ ସମ୍ମାନ ଦେବା,…

ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ – ଅବସିଷ୍ଟାଂଶ ଆଜି ଖେଳାଯିବ

ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ – ଅବସିଷ୍ଟାଂଶ ଆଜି ସୋମବାର ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିଲା ବର୍ଷା। ଶ୍ରୀଲଙ୍କାର ଆର୍‌. ପ୍ରେମାଦାସା ଷ୍ଟାଡିଅମରେ ମ୍ୟାଚ୍‌ ବେଳେ ବର୍ଷା। ୨୪.୧ ଓଭର ସୁଦ୍ଧା ଭାରତର ସ୍କୋର ୧୪୭/୨। ୨୦ ଓଭର ବିଶିଷ୍ଟ…

ସୂର୍ଯ୍ୟ ମିଶନ ଆଦିତ୍ୟ L-1କୁ ନେଇ ଇସ୍ରୋର ଆଉ ଏକ ସଫଳତା

ସୂର୍ଯ୍ୟ ମିଶନ ଆଦିତ୍ୟ L-1କୁ ନେଇ ଇସ୍ରୋର ଆଉ ଏକ ସଫଳତା। ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ଅତିକ୍ରମ କଲା ଆଦିତ୍ୟ L-1। ରାତି ୨ଟା ୩୦ ମିନିଟ ସମୟରେ କକ୍ଷପଥ ପରିବର୍ତ୍ତନ। ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ସୂର୍ଯ୍ୟ ମିଶନ…