Category: National

ରୁଷିଆର ବୈଦେଶିକ ମନ୍ତ୍ରୀ ଆସିବେ ଭାରତ

ମସ୍କୋ,୨୩ ।୨: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ ଆସନ୍ତା ମାସର ଆରମ୍ଭରେ ଭାରତ ଯାତ୍ରାରେ ଆସିବେ । ତାଙ୍କର ଏହି ୩ ଦିନିଆ ଭାରତ ଗସ୍ତ ସମୟରେ ସେ ୧ ଓ ୨ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ଜି୨୦ ବୈଦେଶିକ…

ଏମ୍ ସି ଡି ମେୟର ସେଲି ଓବରଏ

ଦୀଲ୍ଲୀର ପୂର୍ବ ପଟେଲ ନଗର ୱାର୍ଡରୁ ପ୍ରଥମ ଥର କାଉନ୍‌ସିଲର ହୋଇଥିବା ଆମ୍ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ​​ଜିତିଛନ୍ତି। ଆପ୍ କାଉନ୍‌ସିଲର୍‌ମାନେ ସେମାନଙ୍କ ଦଳର ପ୍ରାର୍ଥୀ ଶେଲୀ…

ନାମ ଲେଖାଇବାର ସର୍ବନିମ୍ନ ବୟସ ୬ବର୍ଷ

ନୁଆଦିଲ୍ଲୀ : ଶିଶୁମାନଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖାଇବାର ସର୍ବନିମ୍ନ ବୟସ ୬ବର୍ଷ ଧାର୍ଯ୍ୟ କରାଯାଇଛି। ଏପରି ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ନୂଆ କରି…

ବିଶ୍ବଭୂଷଣ ହରିଚନ୍ଦନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ଜଗମୋହନ

ହାଇଦ୍ରାବାଦ: ଶେଷରେ ଆନ୍ଧ୍ର ପ୍ରଦେଶରୁ ବିଦାୟ ନେଇଛନ୍ତି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ନିକଟରେ ତାଙ୍କର ଛତିଶଗଡକୁ ବଦଳି ହୋଇଥିବାରୁ ସେ ଆନ୍ଧପ୍ରଦେଶ ରାଜଭବନ ଛାଡିଛନ୍ତି। ସେଥିପାଇଁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ତାଙ୍କ ଧର୍ମପତ୍ନୀ ଉଭୟ ରାଜ୍ୟପାଳ…

ମୁଁ ଦିଲ୍ଲୀ ଆସିବାରେ ଅସହଜ ମନେ କରୁଛି, ଏଠାରେ ଅନୈତିକତା ସର୍ବାଧିକ: ନାରାୟଣ ମୁର୍ତ୍ତୀ

ମୁଁ ଦିଲ୍ଲୀ ଆସିବାରେ ଅସହଜ ମନେ କରୁଛି, ଏଠାରେ ଅନୈତିକତା ସର୍ବାଧିକ: ନାରାୟଣ ମୁର୍ତ୍ତୀ ଇନଫୋସିସ୍ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ମଙ୍ଗଳବାର କହିଛନ୍ତି ଯେ ସେ ଦିଲ୍ଲୀକୁ ଆସିବା ଅତ୍ୟନ୍ତ ଅସହଜ ମନେ କରୁଛନ୍ତି କାରଣ ଏହା ହେଉଛି ଏକ…

ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ ନେଇ ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ : ଗିରିରାଜ ସିଂ

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ କରିବା ଲାଗି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ କଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ କାଳ…

ପ୍ରକାଶିତ ଆଇପିଏଲ୍ ୨୦୨୩ ର କାର୍ଯ୍ୟସୂଚୀ, ଜାଣନ୍ତୁ ପ୍ରଥମ ମ୍ୟାଚ୍ କାହା ମଧ୍ୟରେ ଖେଳାଯିବ

ପ୍ରକାଶିତ ଆଇପିଏଲ୍ ୨୦୨୩ ର କାର୍ଯ୍ୟସୂଚୀ, ଜାଣନ୍ତୁ ପ୍ରଥମ ମ୍ୟାଚ୍ କାହା ମଧ୍ୟରେ ଖେଳାଯିବ । ଇଣ୍ଡିଆନ୍ ପ୍ରିମିୟର ଲିଗର ୧୬ ତମ ସିଜନ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଲିଗର ୧୬ ତମ ସିଜନ୍ ୩୧ ମାର୍ଚ୍ଚରୁ ଆରମ୍ଭ…

ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ବିଜେପି ବିକ୍ଷୋଭ

ରାଜ୍ୟରେ ଜଣେ କ୍ଯାବିନେଟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ପୋଲିସର ସଂପୃକ୍ତି ସତ୍ତ୍ୱେ ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ଚୁପ୍। ଯାହା ଫଳରେ ରାଜ୍ୟରେ ବଢି ଚାଲିଥିବା ଅରାଜକତା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଆଜି ଅନୁଗୋଳ ଜିଲ୍ଲା ବିଜେପି…

ଗଡ ବୁଢ଼ାପଙ୍କ ପଞ୍ଚାୟତରେ ବିଜେଡ଼ି ର ପ୍ରତିବାଦ ସଭା ଓ ବିକ୍ଷୋଭ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ ବୁଢ଼ାପଙ୍କ ପଞ୍ଚାୟତରେ ବିଜେଡି ର ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରୀବ ପରିବାର ଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣ…