Category: National

ନାବାଳିକା ସହ ଶାରୀରିକ ସମ୍ପର୍କ ଓ ବିକ୍ରି ଅଭିଯୋଗରେ ଯୁବକକୁ କୋର୍ଟଚାଲଣ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ନାବାଳିକା ସହ ଶାରୀରିକ ସମ୍ପର୍କ ଓ ବିକ୍ରି କରିଦେବା ଦେବା ଅଭିଯୋଗ ରେ ବଅଁରପାଳ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ପକ୍ଷରୁ ସୂଚନା ମୁତାବକ ବଅଁରପାଳ ଅଞ୍ଚଳର…

ବନ୍ଦାରେ ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟା ଲୀଳା ଉତ୍ସବ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ଗ୍ରାମରେ ଆଜି ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟା ଲୀଳା ଉତ୍ସବ ପାଳିତ ହୋଇଯାଇଛି। ଆଜି ସକାଳ ୩ ଘଟିକା ପଣା ଅମୁଁଣିଆ, ପ୍ରଭାତ ଅବକାଶ ଭଜନ ଜଣାଣ, ବ୍ରହ୍ମଧୂନି ଲାଗିବା…

ସମାଜ କାର୍ଯ୍ୟାଳୟ ସମ୍ମୁଖ ରେ ବୁଲେଟ ଦୁର୍ଘଟଣା ଗ୍ରସ୍ତ

ଅନୁଗୋଳ ଜିଲ୍ଲାର ସମାଜ କାର୍ଯ୍ୟାଳୟ ସମ୍ମୁଖରେ ବୁଲେଟ ଦୁର୍ଘଟଣା ଗ୍ରସ୍ତ ଜଣେ ଗୁରୁତର। ସୂଚନା ଯେ, ବୁଲେଟ ଚାଳକ ଜନଙ୍କ ବସ ଷ୍ଟାଣ୍ଡ ଆଡୁ DIC ଛକ ଅଭିମୁଖେ ଯାଉଥିବା ବେଳେ ସମାଜ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଗ୍ରସ୍ତ ଘଟି ଥିବା…

ଟାଟାଏସି ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟିଆଲ ଥାନା ଅନ୍ତର୍ଗତ ଜିନ୍ଦଲ ନିକଟରେ ଟାଟାଏସି ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ ଖଇରବେରେଣୀ ଗ୍ରାମର ନିରଞ୍ଜନ ସାହୁ। ସୂଚନା…

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ଗିରଫ ଘଟଣା – କେଜ୍ରିୱାଲ କହିଲେ ଶିସୋଦିଆ ନିର୍ଦ୍ଦୋଷ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀକୁ ନେଇ ବୟାନବାଜି : କେଜ୍ରିୱାଲ କହିଲେ ସିସୋଦିଆ ନିର୍ଦ୍ଦୋଷ; ବିଜେପିର ପ୍ରଶ୍ନ କାହିଁକି ପ୍ରତ୍ୟାହାର କରିଥିଲେ ଅବକାରୀ ନୀତି ? Post Views: 15

୬ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ପାଇଁ ହେବ ଉପ ନିର୍ବାଚନ

ନୂଆଦିଲ୍ଲୀ: ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟରେ ଭୋଟ ଗ୍ରହଣ ସହ ଦେଶର ୫ଟି ରାଜ୍ୟର ୬ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ହେବାକୁ ଯାଉଛି । ସୂଚନା ଅନୁଯାୟୀ ଅରୁଣାଚଳ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁର…

ରାଜନୀତିରୁ ରିଟାୟାର ନେବେନି ସୋନିଆ ଗାନ୍ଧୀ

‘ରାଜନୀତିରୁ କେବେ ଅବସର ନେଇନଥିଲି କି ନେବିନି’ *ଏବେ ରାଜନୀତିରୁ ସନ୍ନ୍ୟାସ ନେବେନି ସୋନିଆ ଗାନ୍ଧୀ। ଖୋଦ୍ ସୋନିଆ ଏହା ସ୍ପଷ୍ଟ କରିଛନ୍ତି। ସୋନିଆ କହିଛନ୍ତି, ସେ ରାଜନୀତିରୁ କେବେ ରିଟାୟର ହୋଇନଥିଲେ କି ଆଗକୁ ବି ହେବେନାହିଁ। ସେ ରାଜନୀତି…

ମାର୍ଚ୍ଚ ୧ରେ ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ

ମାର୍ଚ୍ଚ ୧ରେ ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ଭାରତ ସହ ଆମେରିକାର ଦୃଢ ସହଭାଗିତାକୁ ନିଶ୍ଚିତ କରିବାକୁ ସେ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ…

ଆଜିଠୁ କଂଗ୍ରେସର ମହାଅଧିବେଶନ

ରାୟପୁର: ଆଜିଠୁ କଂଗ୍ରେସର ମହାଅଧିବେଶନ । ଛତିଶଗଡ଼ ରାୟପୁରରେ ଆୟୋଜିତ ହେଉଥିବା ଏହି ଅଧିବେଶନରେ ସାମିଲ ହେବେ ୧୮୨୫ରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ ୧୫ ହଜାର ପ୍ରତିନିଧି । ସମାବେଶରେ ଯୋଗଦେବେ ସମସ୍ତ ପିସିସି ସଭାପତି, ପିସିସି କମିଟି…

ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନର ଏକ୍ସଟ୍ରନାଲ ଅଡିଟର ଭାବେ ମନୋନିତ

ଓଡିଆ ପୁଅ ତଥା ଭାରତର ମୁଖ୍ୟ ମହାଲେଖାକା ନିୟନ୍ତ୍ରକ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ମିଳିଛି ଆନ୍ତର୍ଜାତୀୟ ଦାୟିତ୍ବ। ସେ ଆନ୍ତର୍ଜାତୀୟ ଶ୍ରମିକ ସଂସ୍ଥା ବା ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନର ଏକ୍ସଟ୍ରନାଲ ଅଡିଟର ଭାବେ ମନୋନିତ ହୋଇଛନ୍ତି। ଏହି ପଦବୀ ପାଇଁ ତାଙ୍କୁ…