ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚଳ ପ୍ରିଣ୍ଟର: ମୋବାଇଲକୁ ପଠାଯାଉଛି ପରୀକ୍ଷା ରିପୋର୍ଟ, ରୋଗୀ ହନ୍ତସନ୍ତ
ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚଳ ପ୍ରିଣ୍ଟର: ମୋବାଇଲକୁ ପଠାଯାଉଛି ପରୀକ୍ଷା ରିପୋର୍ଟ, ରୋଗୀ ହନ୍ତସନ୍ତ ବଅଁରପାଳ (ଅନୁଗୋଳ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ…
