ଗାଁ ଗାଁରେ ପହଞ୍ଚୁଛି ଜଙ୍ଗଲ ସୁରକ୍ଷାର ବାର୍ତ୍ତା, ସଚେତନତା ସୃଷ୍ଟି କରୁଛି ଅନୁଗୋଳ ବନଖଣ୍ଡର LED ଗାଡ଼ି
ଗାଁ ଗାଁରେ ପହଞ୍ଚୁଛି ଜଙ୍ଗଲ ସୁରକ୍ଷାର ବାର୍ତ୍ତା, ସଚେତନତା ସୃଷ୍ଟି କରୁଛି ଅନୁଗୋଳ ବନଖଣ୍ଡର LED ଗାଡ଼ି ଅନୁଗୋଳ, ୨୩/୧୦: ପ୍ରକୃତିର ସୁରକ୍ଷା, ବନ୍ୟଜନ୍ତୁଙ୍କ ସଂରକ୍ଷଣ ଓ ଜଙ୍ଗଲ ନିଆଁ ନିୟନ୍ତ୍ରଣ ନେଇ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ…
