ଦୁବାଇ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୪ ଆହତ
ନୁଆଦିଲ୍ଲୀ: ଇରାନ -ଆମେରିକା- ଇସ୍ରାଏଲ ବିବାଦ ମଧ୍ୟରେ ଦୁବାଇରେ ଏକ ବଡ ଦୁର୍ଘଟଣା ଘଟିଛି । ଦୁବାଇ ମିଡିଆ ଅଫିସ ଆନୁଷ୍ଠାନିକ ଭାବରେ କହିଛି ଯେ, କିଛି ସମୟ ପୂର୍ବରୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁଇଟି ଡ୍ରୋନ ଖସିପଡିଥିଲା ।…
ଖାଉଟିଙ୍କ ବ୍ୟବହାର ପାଇଁ ଦେଶରେ ଭରପୁର ଶକ୍ତି ମହଜୁଦ ଅଛି – ପେଟ୍ରୋଲିୟମ୍ ମନ୍ତ୍ରୀ
ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି କହିଛନ୍ତି, ଭାରତରେ ଖାଉଟୀମାନଙ୍କ ବ୍ୟବାହର ପାଇଁ ଶକ୍ତିର ଅଭାବ ନାହିଁ । ଦେଶରେ ଶକ୍ତି ମହଜୁଦ ରହିଛି । ତେଣୁ ଏଥିନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ…
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା: ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ପାଟଖଣ୍ଡା
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା: ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ପାଟଖଣ୍ଡା ବାଲିଗୁଡା, ତା, ୧୦/୦୩:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଯାତ୍ରା ଆରମ୍ଭ…
ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳିତ
ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳିତ –ସୁସ୍ଥତା ଓ ସମ୍ପ୍ରଦାୟ ସେବା ଭିତ୍ତିକ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ଅନୁଗୁଳ, ୯ ମାର୍ଚ୍ଚ: ଜିନ୍ଦଲ ଷ୍ଟିଲ୍ର କର୍ମଚାରୀମାନେ ଅନୁଗୁଳ ପ୍ଲାଣ୍ଟ ଏବଂ ନିକଟବର୍ତ୍ତୀ ଅଂଚଳରେ ସୁସ୍ଥତା ଏବଂ ସମ୍ପ୍ରଦାୟ ସେବା…
ରାଜ୍ୟସଭା ନିର୍ବାଚନ; ଓଡ଼ିଶା ବିହାର ଓ ହରିୟାଣା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି। ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନ ସୋମବାର ବିହାର, ହରିୟାଣା ଏବଂ ଓଡିଶାରେ ରାଜ୍ୟସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ମହାରାଷ୍ଟ୍ର ସରକାରର ମନ୍ତ୍ରୀ…
ପଶ୍ଚିମ ଏସିଆ ସ୍ଥିତିକୁ ନେଇ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ସ୍ୱତଃପ୍ରବୃତ୍ତ ବିବୃତ୍ତି
ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ସହିତ ପଶ୍ଚିମ ଏସିଆର ଜାରି ସ୍ଥିତି ଏବଂ ଉପସାଗରୀୟ ଦେଶଗୁଡ଼ିକରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏକ ପ୍ରମୁଖ ବିବୃତ୍ତି ଜାରି କରାଯାଇଛି।…
ଝାଡ଼ଖଣ୍ଡରେ ଦୁଇ ଜଣ ମାଓବାଦୀଙ୍କୁ ଗିରଫ୍
ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲା ଅନ୍ତର୍ଗତ ବେଙ୍ଗାବାଦ୍ ଥାନା ଅଞ୍ଚଳରେ ଦୁଇ ଜଣ ମାଓବାଦୀଙ୍କୁ ଗିରଫ୍ କରାଯାଇଛି । ବିହାରର ସ୍ୱତନ୍ତ୍ର ଟାସ୍କଫୋର୍ସ୍ ଏବଂ ସ୍ଥାନୀୟ ପୁଲିସ୍ର ମିଳିତ ଅଭିଯାନରେ ଏହି ଦୁଇ ଜଣ ମାଓବାଦୀ ଗିରଫ୍ ହୋଇଥିବା ପୁଲିସ୍ କହିଛି ।…
