Category: Special

ପହଲଗାମ୍ ଆକ୍ରମଣ: ଶୁଣାଣି କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣକୁ ନେଇ ଆଜି ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାକୁ ଥିବା ବେଳେ, ଏନେଇ କୌଣସି ଶୁଣାଣି କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ ସୁପ୍ରିମକୋର୍ଟ ପହଲଗାମ ଆତଙ୍କବାଦୀ ଆକ୍ରମଣର ନ୍ୟାୟିକ…

କାମଧନ୍ଦା ଅଭାବରୁ ସଙ୍କଟରେ ସ୍ୱର୍ଶ କାରିଗରଙ୍କ ଭବିଷ୍ୟତ

କାମଧନ୍ଦା ଅଭାବରୁ ସଙ୍କଟରେ ସ୍ୱର୍ଶ କାରିଗରଙ୍କ ଭବିଷ୍ୟତ ତାଳଚେର, ୩୦/୦୪ ସୁନାଦର ଦିନକୁ ଦିନ ମାତ୍ରାଧ‌ିକ ଭାବେ ବୃଦ୍ଧି ପାଇବା ସହ ସ୍ଵର୍ଶ ଅଳଙ୍କାର ବ୍ୟବସାୟରେ ରାଜକୋଟ୍, ବମ୍ବେ, ଗୁଜରାଟ, ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟର ବୈଷୟିକ ବଡ଼ ବଡ଼…

ଆଜି ଚାଷୀଙ୍କୁ ବଡ ଉପହାର ଦେବେ ସରକାର ; ମିଳିବ ସିଏମ୍‌ କିଷାନ ଟଙ୍କା

ଚାଷୀଙ୍କ ପାଇଁ ଭଲ ଖବର । ଆଜି ଅକ୍ଷୟ ତୃତୀୟାରେ ମିଳିବ ସିଏମ୍‌ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ । ଏକାଥର କେ ୫୦ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯିବ। ନାମମାତ୍ର ଚାଷୀଙ୍କଠୁ ନେଇ କ୍ଷୁଦ୍ର…

ଭିଜିଲାନ୍ସ ଟିମର ଚଢ଼ଉ; ଅବକାରୀ ଅଧୀକ୍ଷକଙ୍କ ଗାଡ଼ିରୁ ୩ ଲକ୍ଷ ଜବତ

ଢେଙ୍କାନାଳ:ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଛନ୍ତି । ସୂଚନା ଅନୁସାରେ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ…

ବଚପନ ପ୍ଲେୟ ସ୍କୁଲ ର ଶୁଭ ଉଦଘାଟନ

ବଚପନ ପ୍ଲେୟ ସ୍କୁଲ ର ଶୁଭ ଉଦଘାଟନ। ବଅଁରପାଳ,୨୮/୪(ସମିସ) ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତ ବୃନ୍ଦାବନ ପୁର ଗ୍ରାମ ନିକଟରେ ଏକ ଅତ୍ୟାଧୁନିକ ବଚପନ ପ୍ଲେୟ ସ୍କୁଲର ଶୁଭ ଉଦଘାଟନ ଗତ ରବିବାର ଅନୁଷ୍ଟିତ ହୋଇଥିଲା ସ୍କୁଲ ର ପୃଷ୍ଠ ପୋଷାକ…

ଅନନ୍ତ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ଣ୍ଣକାଳୀନ ଡାଇରେକ୍ଟର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର ନିର୍ଦ୍ଦେଶକ ମଣ୍ଡଳୀ ଅନନ୍ତ ଅମ୍ବାନୀଙ୍କୁ କମ୍ପାନୀର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ରିଲାଏନ୍ସ ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ଏକ ଫାଇଲିଂରେ କହିଛି ଯେ ମାନବ ସମ୍ବଳ, ନାମାଙ୍କନ ଏବଂ ପୁନଃନିର୍ମାଣ କମିଟିର ସୁପାରିଶ କ୍ରମେ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଅନୁଗୁଳ ପୌରପାଳିକା ତରଫରୁ ସ୍ୱଚ୍ଛତା ଅଭିଯାନ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଅନୁଗୁଳ ପୌରପାଳିକା ତରଫରୁ ସ୍ୱଚ୍ଛତା ଅଭିଯାନ ମେରାମଂଡଳୀ ,ଏପ୍ରିଲ 26, 2025:ଜିଲ୍ଲା ପ୍ରଶାସନ ଅନୁଗୁଳ ଏବଂ ପୌର ପାଳିକା ଅନୁଗୁଳ ଏବଂ ଟାଟା ଷ୍ଟିଲ ମେରାମଂଡଳୀ (ଟିଏସଏମ) ର ମିଳିତ ସହଭାଗୀତାରେ ଅନୁଗୁଳ ମହୋତ୍ସବ ଆରମ୍ଭ…

ଅନୁଗୋଳ ମହୋତ୍ସବ ନେଇ ସାମ୍ବାଦିକ ସମିଳନୀ ଅନୁଷ୍ଠିତ

ଅନୁଗୋଳ ମହୋତ୍ସବ ନେଇ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ଅନୁଗୋଳ : ଆଜି ବୁଧବାର ସର୍କିଟ ହାଉସ ସଭା କକ୍ଷରେ ଅନୁଗୋଳ ମହୋତ୍ସବ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ…

ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ଶକ୍ତି ଦୁବେ

ଭୂବନେଶ୍ୱର: ୟୁପିଏସସି ଦ୍ୱାରା ସିଭିଲ୍ ସର୍ଭିସେସ୍ ପରୀକ୍ଷାର ରେଜଲ୍ଟ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଶକ୍ତି ଦୁବେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ହୋଇଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନ ହାସଲ କରିଛନ୍ତି। ଏହା…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଆମେରିକା ଉପରାଷ୍ଟ୍ରପତି ଓ ତାଙ୍କ ପରିବାର

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ୪ ଦିନ ପାଇଁ ଭାରତ ଗସ୍ତରେ ଆସିଛନ୍ତି । ସୋମବାର ସକାଳ ୯ଟା ୪୫ ମିନିଟରେ ତାଙ୍କ ବିମାନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଥିଲା । ତାଙ୍କୁ ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ବାଗତ…