ଭଦ୍ରକ ବିଧାୟକଙ୍କ ଗୁଣ୍ଡାରାଜ ନିନ୍ଦନୀୟ : ଛାତ୍ର କଂଗ୍ରେସ
ଭଦ୍ରକ ବିଧାୟକଙ୍କ ଗୁଣ୍ଡାରାଜ ନିନ୍ଦନୀୟ : ଛାତ୍ର କଂଗ୍ରେସ ଜେ. ବି. ଏନ୍ (୧୧/୧୨ /୨୦୨୦) ଭୁବନେଶ୍ୱର : ଗତକାଲି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ଦିଆଯାଇଥିଲା ।…
