Category: ଅନୁଗୋଳ

ଲାଞ୍ଚ ମାମଲାରେ ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କୁ ୩ ବର୍ଷ ଜେଲ୍‌, ୧୦ ହଜାର ଜରିମାନା

ଲାଞ୍ଚ ମାମଲାରେ ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କୁ ୩ ବର୍ଷ ଜେଲ୍‌, ୧୦ ହଜାର ଜରିମାନା ଅନୁଗୋଳ, ୩୦/୦୯: ଲାଞ୍ଚ ନେବା ମାମଲାରେ କଣିହାର ପୂର୍ବତନ ରାଜସ୍ୱ ନିରୀକ୍ଷକ (RI) ହାଡିବନ୍ଧୁ ପଟ୍ଟନାୟକଙ୍କୁ ଦଣ୍ଡିତ କରିଛନ୍ତି ଅନୁଗୋଳ ଭିଜିଲାନ୍ସ ଅଦାଲତ। ଲାଞ୍ଚ ମାମଲାରେ…

ଆଜିର ରାଶିଫଳ

🌞 ଜାଗ୍ରତ ଭାରତ ନ୍ୟୁଜ୍ – ଆଜିର ରାଶିଫଳ 📅 ବୁଧବାର, ୩୦ ସେପ୍ଟେମ୍ବର ୨୦୨୬ ଆଜିର ରାଶିଫଳ ଜ୍ୟୋତିଷୀୟ ପରମ୍ପରା ଓ ଦୈନିକ ଗ୍ରହସ୍ଥିତି ଆଧାରିତ। ଆଜି ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଭିନ୍ନ ରାଶି ଉପରେ ଭିନ୍ନ ଭାବେ…

ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ

ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ​ଅନୁଗୋଳ, ତା.୨୯.୦୯:- ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କର ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ…

ଇନସିନେରେଟରରେ ଜଳିଲା ୮୦୦ କିଲୋରୁ ଅଧିକ ଗଞ୍ଜେଇ, ବଜାର ମୂଲ୍ୟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ

ଇନସିନେରେଟରରେ ଜଳିଲା ୮୦୦ କିଲୋରୁ ଅଧିକ ଗଞ୍ଜେଇ, ବଜାର ମୂଲ୍ୟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଅନୁଗୋଳ: ନିଶା ବିରୋଧୀ ଅଭିଯାନକୁ ଜୋରଦାର କରି ଅନୁଗୋଳ ପୋଲିସ ପକ୍ଷରୁ ଜବତ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ନଷ୍ଟ କରାଯାଇଛି। ‘ନିଶା ମୁକ୍ତ ଓଡ଼ିଶା…

ସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗତାଳଚେର, ୨୯/୦୯ ତାଳଚେର ବ୍ଳକ ଅନ୍ତର୍ଗତ ତାଳବେଡ଼ା ଗ୍ରାମର ସାମ୍ବାଦିକ ଚର୍ତୁଭୂଜ ନନ୍ଦଙ୍କ ମାତା କୁମୁଦୁନୀ ନନ୍ଦ (୮୪)ଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ୍ୟୁ…

ରାସ୍ତା ବିପର୍ଯ୍ୟସ୍ତକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀଏତେ ଘଟଣା ଘଟି ଯାଉଥିଲେ ହେଁ କିପରି ସରକାର ଏନଏଚଆଇ ବିଭାଗକୁ କରୁନାହିଁ ତାଗିଦ୍‌

ରାସ୍ତା ବିପର୍ଯ୍ୟସ୍ତକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀଏତେ ଘଟଣା ଘଟି ଯାଉଥିଲେ ହେଁ କିପରି ସରକାର ଏନଏଚଆଇ ବିଭାଗକୁ କରୁନାହିଁ ତାଗିଦ୍‌ତାଳଚେର, ୨୯/୦୯ ତାଳଚେର କଳାହୀରା ସହରର ୧୪୯ନଂ ଜାତୀୟପଥ ପ୍ରାୟ ଦୀର୍ଘବର୍ଷ ହେବ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଏହି ରାସ୍ତାରେ ଯାତାୟତ…

ସ୍ପନ୍ଦନ ଓ କମନହେଲଥ ପକ୍ଷରୁ ଆନ୍ତର୍ଜାତୀୟ ଗର୍ଭ ସମାପନ ଦିବସ ପାଳିତ ପାଳିତ

ସ୍ପନ୍ଦନ ଓ କମନହେଲଥ ପକ୍ଷରୁ ଆନ୍ତର୍ଜାତୀୟ ଗର୍ଭ ସମାପନ ଦିବସ ପାଳିତ ପାଳିତତାଳଚେର, ୨୯/୦୯ ଜାତୀୟ ସ୍ତରୀୟ ଅନୁଷ୍ଠାନ କମନହେଲଥ ତରଫରୁ ଏବଂ ସାମାଜିକ ଅନୁଷ୍ଠାନ “ସ୍ପନ୍ଦନ” ତରଫରୁ ତାଳଚେର ଉପଖଣ୍ଡ ଡ଼ାକ୍ତରଖାନା, ମଣ୍ଡାପାଳ ସଭାଗୃହ ଠାରେ ଆନ୍ତର୍ଜାତୀୟ ଗର୍ଭ ସମାପନ…

ଏନ୍‌ଟିପିସି ତାଳଚେର ଥର୍ମାଲରେ ଅଖିଳ ଭାରତୀୟ ହାସ୍ୟ କବି ସମ୍ମିଳନୀ

ଏନ୍‌ଟିପିସି ତାଳଚେର ଥର୍ମାଲରେ ଅଖିଳ ଭାରତୀୟ ହାସ୍ୟ କବି ସମ୍ମିଳନୀ ତାଳଚେର, ୨୯/୦୯: ରାଜଭାଷା ହିନ୍ଦୀର ପ୍ରଚାର ଓ ପ୍ରସାର ସହିତ ସାହିତ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏନ୍‌ଟିପିସି ତାଳଚେର ଥର୍ମାଲ ପକ୍ଷରୁ ହିନ୍ଦୀ ପଖୱାଡ଼ା ଅବସରରେ ଅଖିଳ…

ବଅଁରପାଳ ଥାନାରେ ନୂତନ ଥାନାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅୟେଶକାନ୍ତ ଜେନା: ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷାକୁ ଦିଆଯିବ ପ୍ରାଥମିକତା

ବଅଁରପାଳ ଥାନାରେ ନୂତନ ଥାନାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅୟେଶକାନ୍ତ ଜେନା: ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷାକୁ ଦିଆଯିବ ପ୍ରାଥମିକତା ବଅଁରପାଳ (ଜାଗ୍ରତ ଭାରତ ନ୍ୟୁଜ): ଅନୁଗୋଳ ଜିଲ୍ଲା ବଅଁରପାଳ ଥାନାର ନୂତନ ଥାନାଧିକାରୀ (IIC) ଭାବେ ଯୋଗଦେଇଛନ୍ତି…

ଆଜିର ରାଶିଫଳ

🌞 ଜାଗ୍ରତ ଭାରତ ନ୍ୟୁଜ୍ — ଆଜିର ରାଶିଫଳ ମଙ୍ଗଳବାର, ୨୯ ସେପ୍ଟେମ୍ବର ୨୦୨୬ ♈ ମେଷ ଶୁଭ ଫଳାଫଳ: କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଅଧୁରା କାମ ସମ୍ପୂର୍ଣ୍ଣ ହେବ।ଶୁଭ ସଂଖ୍ୟା: ୯ | ଶୁଭ ରଙ୍ଗ: ଲାଲ |…