୨୭ତାରିଖରେ ହୋଇଥିବା ଚୋରୀର ପର୍ଦ୍ଦାଫାଶ ମାରଣାସ୍ତ୍ର, ଲଙ୍କାଗୁଣ୍ଡ, ମୋବାଇଲ ଓ ନଗଦ ଟଙ୍କା ଜବତ
୨୭ତାରିଖରେ ହୋଇଥିବା ଚୋରୀର ପର୍ଦ୍ଦାଫାଶ ମାରଣାସ୍ତ୍ର, ଲଙ୍କାଗୁଣ୍ଡ, ମୋବାଇଲ ଓ ନଗଦ ଟଙ୍କା ଜବତ ତାଳଚେର, ୦୧/୧୦ ତାଳଚେର ଥାନା ଅଂଚଳର ରେମୁଁଆ ବାଇପାସ୍ ନିକଟରେ ଗତ୨୭/୦୯/୨୦୨୬ ତାରିଖ ସନ୍ଧ୍ୟା ସମୟରେ ଘଟିଥିବା ରାହାଯାନୀ ଘଟଣାର ତଦନ୍ତ କରି ତାଳଚେର ଥାନା…
