ଏକାଦଶାହ କର୍ମରେ କାନ୍ଥ ଭୂଷୁଡ଼ି ଜଣେ ମୃତ, ୫ଗୁରୁତର
ଏକାଦଶାହ କର୍ମରେ କାନ୍ଥ ଭୂଷୁଡ଼ି ଜଣେ ମୃତ, ୫ଗୁରୁତର ତାଳଚେର, ୨୦/୦୭ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ପଂଚାୟତ ସଲୋଡ଼ା ଗ୍ରାମର ପୁରୁଷତୋମ ସାହୁଙ୍କ ଏକାଦଶ କର୍ମ ସମୟରେ ହଠାତ୍ ଘରର କାନ୍ଥ ଭୂଷୁଡ଼ି ପଡ଼ିବା ଯୋଗୁଁ କମଳଲୋଚନ ମହାପାତ୍ରଙ୍କ ଅକାଳ…
ଏକାଦଶାହ କର୍ମରେ କାନ୍ଥ ଭୂଷୁଡ଼ି ଜଣେ ମୃତ, ୫ଗୁରୁତର ତାଳଚେର, ୨୦/୦୭ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ପଂଚାୟତ ସଲୋଡ଼ା ଗ୍ରାମର ପୁରୁଷତୋମ ସାହୁଙ୍କ ଏକାଦଶ କର୍ମ ସମୟରେ ହଠାତ୍ ଘରର କାନ୍ଥ ଭୂଷୁଡ଼ି ପଡ଼ିବା ଯୋଗୁଁ କମଳଲୋଚନ ମହାପାତ୍ରଙ୍କ ଅକାଳ…
ମହାବାହୁଙ୍କ ହେରାପଂଚମୀତାଳଚେର, ୨୦/୦୭ ଆଶାଢ଼ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କର ଆଜି ଗୁଣ୍ଡିଚାମନ୍ଦିରରେ ରୀତିନୀତି ଅନୁସାରେ ହେରାପଂଚମୀ ଅନୁଷ୍ଠିତ ହୋଇଯାଇଛି । ପୂରାଣ ଅନୁସାରେ ଆଜି ମା’ଲକ୍ଷୀ ରାଗଋଷା ଅଭିମାନ କରି ରାଗ ତମତମରେ ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡରେ…
ଗତ କାଲି ରେଲୱେ ବ୍ରିଜ୍ ଉପରୁ ଖସି ପଡି ବ୍ରାହ୍ମଣୀରେ ବୁଡି ନିଖୋଜ ଥିବା ନାବାଳକ ର ମୃତ୍ ଦେହ ଉଦ୍ଧାର,ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳ ରେ ଥିବା ବ୍ରାହ୍ମଣୀ ନଦୀ ଉପର ଦେଇ ଯାଇଥିବା ବିମଳା…
ଭଟଲି ରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଭଟଲି : – ଭଟଲି ପଞ୍ଚାୟତ ସମିତି ସଭାଗୃହରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥି, ଉପଜିଲାପାଳ…
ଶୈଳ ଶ୍ରୀକ୍ଷେତ୍ରରେ ଭକ୍ତିର ରଥଯାତ୍ରା: ମା’ ସୁଭଦ୍ରାଙ୍କ ରଥ ଟାଣିଥିଲେ ମହିଳା ଅନୁଗୋଳ: ଅନୁଗୋଳ ଜିଲାର ପ୍ରସିଦ୍ଧ ଶୈଳ ଶ୍ରୀକ୍ଷେତ୍ରରେ ଗତ ୧୬ ତାରିଖରେ ଭକ୍ତି ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ରଥଯାତ୍ରା। ହଜାର ହଜାର ଶ୍ରଦ୍ଧାଳୁଙ୍କ…
🌞 ଜାଗ୍ରତ ଭାରତ ନ୍ୟୁଜ୍ ପକ୍ଷରୁ ଆଜିର ରାଶିଫଳ 🌞 ତାରିଖ: ୨୦ ଜୁଲାଇ ୨୦୨୬, ସୋମବାର ♈ ମେଷ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ଆର୍ଥିକ ଲାଭର ସମ୍ଭାବନା ରହିଛି।ଶୁଭ ଫଳାଫଳ: ଉନ୍ନତିର ସୁଯୋଗଶୁଭ ସଂଖ୍ୟା: ୯ | ଶୁଭ…
ଦୂଷିତ ପାନୀୟଜଳ ପିଉଛନ୍ତି ପୌରବାସୀସଂକ୍ରମଣ ରୋଗର ଶୀକାର ହେବା ସମ୍ଭାବନାତାଳଚେର, ୧୯/୦୭: ୧୯୯୯ ମସିହା ଠାରୁ ତାଳଚେର ବ୍ଲକ ଅନ୍ତର୍ଗତ ବଲଣ୍ଡା ଗ୍ରାମର ୩୨୧ ପରିବାରକୁ ହାଣ୍ଡିଧୂଆଁ ନିକଟରେ ଥଇଥାନ କରାଯାଇଛି । ଯାହାକି ୨୦୦୬ ମସିହାରୁ ତାଳଚେର ପୌରପାଳିକା ୱାର୍ଡ଼…
ଭକ୍ତି ଓ ଉତ୍ସାହରେ ଶନିଦେବଙ୍କ ବାର୍ଷିକ ଉତ୍ସବ, ଆଜ୍ଞାଲଡୁ ନିଲାମରେ ଜମିଲା ଉତ୍ସାହ ଅନୁଗୋଳ: ଭକ୍ତିମୟ ପରିବେଶ ଓ ଉତ୍ସାହର ମାହୋଲ ମଧ୍ୟରେ ଅନୁଗୋଳ ପୌରାଞ୍ଚଳର ରାଜକିଶୋରପଡାରେ ଗ୍ରହରାଜ ପ୍ରଭୁ ଶନିଦେବଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଉତ୍ସବ ଅବସରରେ ଆୟୋଜିତ…
ପ୍ରେମ ସମ୍ପର୍କକୁ ନେଇ ହତ୍ୟା, ଜଙ୍ଗଲରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଲା; ୨ ସହଯୋଗୀ ମଧ୍ୟ ଗିରଫ ଅନୁଗୋଳ: ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ବାଲୁଅକଟା ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣା ପରେ ଜଙ୍ଗଲରେ ଲୁଚିଥିବା ମୁଖ୍ୟ…
କୋଲିୟରୀ ଥାନାରେ ଏସ୍ପିଙ୍କ ଅଚାନକ ଯାଞ୍ଚ, ମାମଲା ତଦନ୍ତରୁ ରେକର୍ଡ ପରିଚାଳନା ପର୍ଯ୍ୟନ୍ତ କଲେ ସମୀକ୍ଷା ଅନୁଗୋଳ: ଥାନାର କାର୍ଯ୍ୟପ୍ରଣାଳୀ ଓ ମାମଲା ତଦନ୍ତର ଅଗ୍ରଗତି ଯାଞ୍ଚ ପାଇଁ କୋଲିୟରୀ ପୋଲିସ ଷ୍ଟେସନରେ ଅଚାନକ ପହଞ୍ଚିଥିଲେ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।…