Category: ଚଳଚ୍ଚିତ୍ର

ବର୍ଷ ଶେଷରେ ନୂଆ ରୂପରେ ଲୋକର୍ପଣ ହେବ କଳିଙ୍ଗ ଷ୍ଟୁଡିଓ

ଆଜି ଓଡ଼ିଶା ବିଧାନ ସଭାର ଷ୍ଟାଣ୍ଡିଂ କମିଟି ତରଫରୁ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟୁଡିଓର ବିକାଶ ପ୍ରସଙ୍ଗ ଉପରେ ସମୀକ୍ଷା ବୈଠକ ହେବା ସହ ଷ୍ଟୂଡିଓ ପରିଦର୍ଶନ ମଧ୍ୟ କରାଯାଇଥିଲା । କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ ସମୟରେ ଷ୍ଟୁଡିଓର କନଫରେନ୍ସ ହଲରେ…

୧୪ ବର୍ଷ ପରେ ଓଡ଼ିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନର ନୂତନ କର୍ମକର୍ତ୍ତା ନିର୍ବାଚିତ

ଓଡିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନ ସୋସାଇଟିର ଦୀର୍ଘ ୧୪ବର୍ଷ ପରେ UCCC କ୍ୟାମ୍ପସ, ତଳ ତେଲେଙ୍ଗା ବଜାର, କଟକଠାରେ ନିର୍ବାଚନ ହୋଇଥିଲା l ଏଥିରେ ପ୍ରଥମେ ସର୍ବ ସମ୍ମତିକ୍ରମେ ସଭାପତି ଅଶୋକ କୁମାର ନନ୍ଦ, ଉପସଭାପତି ଶ୍ରୀକାନ୍ତ ଦାସ (ଦୀପୁ), ଯୁଗ୍ମ ସମ୍ପାଦକ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାର

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଅସୁସ୍ଥ । କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅଭିଜିତ । ଏହା ସଙ୍ଗୀତ ପ୍ରେମୀଙ୍କୁ ଚିନ୍ତିତ କରିଛି। ଅଭିଜିତ ମଜୁମଦାର, ଯିଏ ଓଲିଉଡ୍ ରେ ‘ମେଲୋଡି…

ପିୟୁଷ ତ୍ରିପାଠୀ ଅଭିନୀତ ଭକ୍ତି ଗୀତ ଏବଂ ଗୋଟିଏ ଡ୍ୟାନ୍ସ ନମ୍ବର ମ୍ୟୁଜିକ୍ ଭିଡିଓ ମୁକ୍ତିଲାଭ

ଭୁବନେଶ୍ୱର – ପବିତ୍ର ଗଣେଶ ପୂଜା ଉପଲକ୍ଷେ ନିର୍ଦ୍ଦେଶକ ବାବୁ ବାବୁ ଙ୍କର “ବୋଲୋ ଗଣପତି ବାପା ମୋରିଆ” ଭକ୍ତି ଗୀତ ଏବଂ ଆଉ ଗୋଟିଏ ଡ୍ୟାନ୍ସ ନମ୍ବର ମ୍ୟୁଜିକ୍ ଭିଡିଓ ମୁକ୍ତିଲାଭ କରିଛି l ଓଲିଉଡ଼ ତଥା ଜଲିଉଡ ଜଗତରେ…

ଗଣେଶ ପୂଜାରେ ମୁକ୍ତିଲାଭ କରିବ ଡେଲିଭରି ବୟ ୨, ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ଜଣାଇବା ପାଇଁ ଶ୍ରୀମନ୍ଦିରରେ ଟିମ୍

ଭୁବନେଶ୍ୱର – ଆମେ ଓଡ଼ିଆ ଭାବରେ ଆମ ପରମ୍ପରା ପାଇଁ ଆମେ ଗର୍ବ କରୁ l ତେଣୁ ପ୍ରତିଟି ଶୁଭ କାର୍ଯ୍ୟ ଆରମ୍ଭରେ ଆମ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଥମେ ସ୍ମରଣ କରିଥାଉ l ଗଣେଶ ପୂଜା ଉପଲକ୍ଷେ…

ଜୀ ସାର୍ଥକ ପ୍ରସ୍ତୁତ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍” ମଞ୍ଚରେ ଅତିଥି ବିଚାରକ ଭାବେ ମୁମ୍ବାଇର ବରିଷ୍ଠ ଅଭିନେତା ପୁନିତ ଇଶାର

ଜୀ ସାର୍ଥକରେ ଗତ ୯ ଅଗଷ୍ଟରୁ ପ୍ରସାରିତ ହେଉଥିବା ଓଡିଶାର ବଡ଼ ରିୟାଲିଟି ଶୋ’ ‘ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍’ ମଞ୍ଚରେ ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ତଥା ଭାରତର ସବୁଠାରୁ ବଡ଼ ଧାରାବାହିକ ମହାଭାରତର ଦୁର୍ଯ୍ୟୋଧନ…

ନିର୍ମଳ ପାଣ୍ଡେ ସ୍ମୃତି ଚଳଚିତ୍ର ଫେଷ୍ଟିଭାଲ ଆଜି ବିଜୁପଟନାୟକ ଫିଲ୍ମ ଟେଲିଭିଜନ ଇନ୍ଷ୍ଟିଟ୍ୟୁଟ ଅଫ ଓଡିଶା କଟକର ଅଡିଟରୀୟମରେ ଉଦଘାଟିତ

ନିର୍ମଳ ପାଣ୍ଡେ ସ୍ମୃତି ଚଳଚିତ୍ର ଫେଷ୍ଟିଭାଲ ଆଜି ବିଜୁପଟନାୟକ ଫିଲ୍ମ ଟେଲିଭିଜନ ଇନ୍ଷ୍ଟିଟ୍ୟୁଟ ଅଫ ଓଡିଶା କଟକର ଅଡିଟରୀୟମରେ ଉଠଘାଟନ ହୋଇଯାଇଛି, ଏହି ଚଳଚିତ୍ର ଫେଷ୍ଟିଭାଲ ଦୁଇ ଦିନ ଧରି ଚାଲିବ, ଏହି ସଂଗଠନ ର ମୂଖ୍ୟ ଅନିଲ ଦୁବେ କହିଛନ୍ତି,…

“ଡେଲିଭରି ବୟ ୨ ର ଅଡିଓ ରିଲିଜ୍”

ଭୁବନେଶ୍ଵର – ଓଡ଼ିଆ ଫିଲ୍ମ ଜଗତରେ “ଡେଲିଭରି ବୟ”ର ସଫଳତା ପରେ ଏକ ଅନନ୍ୟ ରୋମାଞ୍ଚକ କାହାଣୀ ଆଣିଛି “ଡେଲିଭରି ବୟ ୨”, ଏକ ଥ୍ରିଲର ଫିଲ୍ମ ଯାହା ଅନ୍ୟାୟ, ମିଡିଆ ହେରଫେର ଓ ଗଭୀର ରହସ୍ୟ ସହ ଦର୍ଶକଙ୍କ ମନ…

‘ପୁଷ୍କରା’କୁ ଶ୍ରେଷ୍ଠ ଫିଚର ଫିଲ୍ମ ଆୱାର୍ଡ

ପୁଷ୍କରା’ ଫିଲ୍ମ,ସେପ୍ଟେମ୍ୱର ୧୯ରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ ‘ନାଦ ବିନ୍ଦୁ’ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଥିବା ବେଳେ…

ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ

ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ଭାଜପା ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି। ରବିବାର ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି। ଦୀର୍ଘ ଦିନରୁ ସେ…