Category: ଜାମ୍ମୁ ଓ କାଶ୍ମୀର

ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି, ବିଧାନସଭାରେ ପାରିତ ହେଲା ପ୍ରସ୍ତାବଶ୍ରୀନଗର: ଜମ୍ମୁ-କଶ୍ମୀରକୁ ପୁଣିଥରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଦାବି ଜୋରଦାର ହୋଇଛି। ସୋମବାର ଜମ୍ମୁ-କଶ୍ମୀର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଗତ କରିଥିବା ରାଜ୍ୟ ମାନ୍ୟତା ପୁନଃସ୍ଥାପନ ପ୍ରସ୍ତାବ…

କଠୁଆରେ CISF ଶିବିରରେ ଗୁଳିକାଣ୍ଡ: ଅଫିସରଙ୍କ ସମେତ ୪ ଯବାନ ମୃତ

କଠୁଆରେ CISF ଶିବିରରେ ଗୁଳିକାଣ୍ଡ: ଅଫିସରଙ୍କ ସମେତ ୪ ଯବାନ ମୃତ କଠୁଆ: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ CISF ଶିବିର ଭିତରେ ଘଟିଛି ଭୟାବହ ଗୁଳିକାଣ୍ଡ। ଜଣେ CISF ଯବାନ ନିଜ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ଜଣେ ଅଫିସରଙ୍କ ସମେତ…

ଜମ୍ମୁ-କାଶ୍ମୀରରେ ମୌସୁମୀ ତାଣ୍ଡବ: ୪୪ ଥର ବାଦଲଫଟା ବର୍ଷା, ୩୫ ଜଣଙ୍କ ମୃତ୍ୟୁ

ଜମ୍ମୁ-କାଶ୍ମୀରରେ ମୌସୁମୀ ତାଣ୍ଡବ: ୪୪ ଥର ବାଦଲଫଟା ବର୍ଷା, ୩୫ ଜଣଙ୍କ ମୃତ୍ୟୁ ଶ୍ରୀନଗର, ଅଗଷ୍ଟ ୭: ଚଳିତ ମୌସୁମୀ ଋତୁରେ ଜମ୍ମୁ-କାଶ୍ମୀରରେ ପ୍ରକୃତିର ପ୍ରକୋପ ଲଗାତାର ବଢ଼ି ଚାଲିଛି। ଜୁନ୍ ୨୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ୪୪ଟି…

ଲାଲ ଚୌକରେ ଆତଙ୍କବାଦୀଙ୍କ ଗୁଳିମାଡ଼, ଦେଶ ପାଇଁ ପ୍ରାଣ ଦେଲେ ହେଡ୍ କନଷ୍ଟେବଳ

ହେଡଲାଇନ୍: ଅନନ୍ତନାଗର ଲାଲ ଚୌକରେ ଆତଙ୍କୀ ହମଲା; ଅମରନାଥ ଯାତ୍ରା ଡ୍ୟୁଟିରେ ଥିବା ହେଡ୍ କନଷ୍ଟେବଳ ସହିଦ ଶ୍ରୀନଗର, ୨୨ ଜୁଲାଇ: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଲାଲ ଚୌକ ଅଞ୍ଚଳରେ ବୁଧବାର ଦିନ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରି ଗୁଳିଚାଳନା…

ଜମ୍ମୁ-କଶ୍ମୀରରେ ଫ୍ଲାସ୍ ଫ୍ଲଡ୍‌ର ତାଣ୍ଡବ, ୧୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ପରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ରାଜୌରୀ ଓ ପୁଞ୍ଚ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ରାଜୌରୀ ସହରରେ ରାତିସାରା ମୁଷଳଧାରା ବର୍ଷା ପରେ ରାସ୍ତାଘାଟରେ ବନ୍ୟାଜଳ ପ୍ରବେଶ…

କାଠୁଆରେ ୧୮ ବର୍ଷୀୟ ନାବାଳକର ହତ୍ୟା ଘଟଣାର ସମାଧାନ କଲେ ଜାମ୍ମୁ ପୋଲିସ, ଅଭିଯୁକ୍ତ ଗିରଫ

କାଠୁଆରେ ୧୮ ବର୍ଷୀୟ ନାବାଳକର ହତ୍ୟା ଘଟଣାର ସମାଧାନ କଲେ ଜାମ୍ମୁ ପୋଲିସ, ଅଭିଯୁକ୍ତ ଗିରଫ ଜମ୍ମୁ: (୮ ମଇ) ଜମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାରେ ଜଣେ ୧୮ ବର୍ଷୀୟ ଯୁବକଙ୍କ ହତ୍ୟା ମାମଲାର ସମାଧାନ ପୋଲିସ ୨୪ ଘଣ୍ଟା…

ପହଲଗାମ ଆକ୍ରମଣର ମୁଖ୍ୟ ଆକ୍ରମଣକାରୀକୁ ଧରାଇଲେ ମିଳିବ ୧୦ ଲକ୍ଷ ଟଙ୍କା

ପହଲଗାମ ଆକ୍ରମଣର ଖୁଲାସା କରୁଛି ଏନଆଇଏ । ବର୍ତ୍ତମାନ ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀର ପରିଚୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଆକ୍ରମଣର ମୁଖ୍ୟଷଡ଼ଯନ୍ତ୍ରକାରୀକୁ ଧରାଇଦେବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ।ସୂଚନାନୁଯାୟୀ, ଭାରତରେ…

ଆତଙ୍କବାଦୀ ଆଡ୍ଡା ଧ୍ୱଂସ; ବିପୁଳ ସଂଖ୍ୟକ ରାଇଫଲ୍ ଏବଂ ଗ୍ରେନେଡ୍ ଉଦ୍ଧାର

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ ଘାଟିରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ନିୟନ୍ତ୍ରଣ ରେଖା ନିକଟରେ ହନ୍ଦୱାଡା-ନୌଗାମ ସେକ୍ଟରରେ ଏକ ମିଳିତ ଅପରେସନ ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ଆତଙ୍କବାଦୀ ଆଡ୍ଡାକୁ ଠାବ କରିଛନ୍ତି ।…

ଜାମ୍ମୁକାଶ୍ମୀର ନୌଗାମ ଥାନାରେ ବଡ଼ ବିସ୍ଫୋରଣ; ଉଡ଼ିଗଲା ଥାନା, ୭ଜଣ ମୃତ

ଜାମ୍ମୁକାଶ୍ମୀର ନୌଗାମ ଥାନାରେ ବଡ଼ ବିସ୍ଫୋରଣ । ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ । ବିସ୍ଫୋରଣରେ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଯାଇଛି ଜୀବନ । ୨୫ରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି। ବଡ଼ ବଡ଼ ଆତଙ୍କୀ ନେଟଓ୍ୱାର୍କର…

ମିଡ୍‌ ନାଇଟ୍ ଅପରେସନ୍‌ ବେଳେ ୨ ଯବାନ ନିଖୋଜ

ଡକ୍ଷିଣ କାଶ୍ମୀରର କୋକେରନାଗ ଅଞ୍ଚଳରେ ଥିବା ଗାଡୋଲ ଜଙ୍ଗଲରେ ଦୁଇ ସେନା କମାଣ୍ଡୋ ନିଖୋଜ ହୋଇଯାଇଥିବା ଜଣାପଡିଛି। ଗତ ସୋମବାର ଜଙ୍ଗଲକୁ ଯାଇଥିବା ଏଲିଟ୍ 5 PARA ୟୁନିଟର ଦୁଇଜଣ ସେନା କମାଣ୍ଡୋ ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ଖୋଜିବାକୁ…