ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନ ଦ୍ୱାରା ଉତ୍କଳ ଦିବସ ପାଳନ
ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନ ଦ୍ୱାରା ଉତ୍କଳ ଦିବସ ପାଳନ ………………………………………….ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ଆରୋଗ୍ୟମ ୱେଲଫେୟାର ଆସୋସିଏସନର କାର୍ଯ୍ୟକର୍ତ୍ତାମାନେ ଢେଙ୍କାନାଳର ଖମାରସାହି ସ୍ଥିତ ନିଜର ଯୋଗାଭ୍ୟାସ କେନ୍ଦ୍ରରେ ଏକ ସଭାର ଆୟୋଜନ କରଥିଲେ। ଉକ୍ତ ସଭାରେ ଆଇୱାର…
