Category: ଢେଙ୍କାନାଳ

ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି

ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ…

୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବସଷ୍ଟାଣ୍ଡ ବାବା ଆଖଣ୍ଡଳମଣି ଅଟୋ ଆସୋସିଏସନ୍ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବସଷ୍ଟାଣ୍ଡ ବାବା ଆଖଣ୍ଡଳମଣି ଅଟୋ ଆସୋସିଏସନ୍ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ଢେଙ୍କାନାଳ ବସଷ୍ଟାଣ୍ଡ ନିକଟରେ ଥିବା ବାବା ଆଖଣ୍ଡଳମଣି ଅଟୋ ଆସୋସିଏସନ୍ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି…

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଢେଙ୍କାନାଳ ଶାଖା ତରଫରୁ ଚଉସ୍ତରୀତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

୨୬/୦୧/୨୦୨୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଢେଙ୍କାନାଳ ଶାଖା ତରଫରୁ ଚଉସ୍ତରୀତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ ପତାକା ଉତ୍ତୋଳନ କରିଥିଲେ। ଏହି ସମାରୋହରେ ଉପସ୍ଥିତ ଥିଲେ ସତବିପ୍ର ଭୋଇ, ଚନ୍ଦ୍ରାୟ ମାଝି, ସୌମ୍ଯ ମିଶ୍ର,…

ଶ୍ରୀ ଶ୍ରୀ ଉତ୍କଳେଶ୍ଵର ମହାଦେବ ମନ୍ଦିରର ତୃତୀୟ ବାର୍ଷିକୋତ୍ସବ

ଶ୍ରୀ ଶ୍ରୀ ଉତ୍କଳେଶ୍ଵର ମହାଦେବ ମନ୍ଦିରର ତୃତୀୟ ବାର୍ଷିକୋତ୍ସବ ଢେଙ୍କାନାଳ , ୨୫.୦୧.୨୦୨୩ – ଢେଙ୍କାନାଳ କଲେଜ୍ ରୋଡ୍‌ସ୍ଥିତ କୁଞ୍ଜକାନ୍ତ ଠାରେ ଶ୍ରୀ ଶ୍ରୀ ଉତ୍କଳେଶ୍ବର ମହେଦବ ମନ୍ଦିରର ତୃତୀୟ ବାର୍ଷିକୋତ୍ସବ ପାଳିତ ହୋଇଯାଇଅଛି । ଗତକାଲି କଳସ ଯାତ୍ରା ସହିତ…

୭୪ ତମ ସାଧାରଣତନ୍ତ୍ର ଦିବସ ପାଇଁ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି କୁ ଆଲୋକ ମାଳାରେ ସୁସଜ୍ଜିତ

୭୪ ତମ ସାଧାରଣତନ୍ତ୍ର ଦିବସ ପାଇଁ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି କୁ ଆଲୋକ ମାଳାରେ ସୁସଜ୍ଜିତ ଢେଙ୍କାନାଳ ପୌର ପାଳିକା ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଗୁଡ଼ିକୁ ଆଲୋକରେ ସୁସଜ୍ଜିତ କରାଯାଇଛି। ବସଷ୍ଟାଣ୍ଡ ନିକଟସ୍ଥ…

କ୍ୟାବିନେଟ୍ ନିଷ୍ପତିର ତୀବ୍ର ପ୍ରତିବାଦ କଲା ୬୬୨ ବର୍ଗ କଲେଜ୍ ସଂଘ ଓ ଆନ୍ଦୋଳନକୁ ଓହ୍ଲାଇବା ନିଷ୍ପତି

କ୍ୟାବିନେଟ୍ ନିଷ୍ପତିର ତୀବ୍ର ପ୍ରତିବାଦ କଲା ୬୬୨ ବର୍ଗ କଲେଜ୍ ସଂଘ ଓ ଆନ୍ଦୋଳନକୁ ଓହ୍ଲାଇବା ନିଷ୍ପତି ଢେଙ୍କାନାଳ , ୨୫.୦୧.୨୦୨୩ – କ୍ୟାବିନେଟ୍ ବୈଠକରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ସ୍ଥିରୀକୃତ ପଦ୍ଧତିକୁ ତୀବ୍ର ବିରୋଧ କରିଛି ନିଖୁଳ ଓଡିଶା…

ଡାକ ବିଭାଗ ତରଫରୁ ଜନ ସଚେତନତା ତଥା ଡା଼କ ମେଳା

ଡାକ ବିଭାଗ ତରଫରୁ ଜନ ସଚେତନତା ତଥା ଡା଼କ ମେଳା ଆଜି କଙ୍କଡ଼ାହାଡ଼ ବ୍ଲକର କନ୍ଧରା ଗ୍ରାମ ମଣ୍ଡପଠାରେ ଭାରତ ସରକାରଙ୍କ ଡାକ ବିଭାଗ ତରଫରୁ ଏକ ଡାକ ମେଳା ଉଦଯାପିତ ହୋଇଯାଇଛି | ଏହି ଜନସଚେତନତା କାର୍ଯ୍ୟକ୍ରମ ବିଗତ ଦୁଇ…

ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ‘ ଏକ ସବୁଜ ଗ୍ରହ ପାଇଁ ଦୌଡ ‘ ବିଷୟବସ୍ତୁକୁ ନେଇ ରନ୍ – ଏ – ଥନ୍‌ର ତୃତୀୟ ସଂସ୍କରଣ ଘୋଷଣା

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଆୟୋଜିତ ହେବ ପ୍ରତି ପଞ୍ଜୀକରଣ ପାଇଁ ଗୋଟିଏ ଚାରା ରୋପଣ କରାଯିବ – ୪.୨ ଲକ୍ଷ ଟଙ୍କାର ୨୦ ପୁରସ୍କାର ପ୍ରଦାନ କରାଯିବ – ୩୫୦୦ ଦୌଡ଼ ଉତ୍ସାହୀ ଅଂଶଗ୍ରହଣ କରିବେ ଭୁବନେଶ୍ବର : ଟାଟା…

ଟାଟା ଷ୍ଟିଲ ପକ୍ଷରୁ ଗଣ ଦୌଡ଼ ପାଇଁ ପ୍ରେସ କନ୍ ଫରେନ୍ସ

ଟାଟାଷ୍ଟିଲ୍ମେରାମଣ୍ଡଳୀପକ୍ଷରୁ ‘ଏକ ସବୁଜଗ୍ରହ ପାଇଁ ଦୌଡ’ÿବିଷୟବସ୍ତୁକୁନେଇରନ୍-ଏ-ଥନ୍ରତୃତୀୟସଂସ୍କରଣଘୋଷଣା – ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଆୟୋଜିତହେବ – ପ୍ରତି ପଞ୍ଜୀକରଣ ପାଇଁଗୋଟିଏଚାରାରୋପଣକରାଯିବ – ୪.୨ ଲକ୍ଷଟଙ୍କାର ୨୦ ପୁରସ୍କାର ପ୍ରଦାନ କରାଯିବ – ୩୫୦୦ ଦୌଡ଼ଉତ୍ସାହୀ ଅଂଶଗ୍ରହଣକରିବେ ଢେଙ୍କାନାଳ: ଟାଟାଷ୍ଟିଲ୍ମେରାମଣ୍ଡଳୀ ପକ୍ଷରୁଗର୍ବରସହଟାଟାଷ୍ଟିଲ୍ମେରାମଣ୍ଡଳୀରନ୍-ଏ-ଥନ୍ରତୃତୀୟସଂସ୍କରଣବିଷୟରେଘୋଷଣାକରାଯାଇଛି ଯାହାକୁଢେଙ୍କାନାଳଜିଲ୍ଲା…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ ଢେଙ୍କାନାଳ , ୨୪ / ୦୧ : ସ୍ଥାନୀୟ ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା – ୨୦ ୨୨- ୨୩ ଉଦ୍‌ଯାପିତ ହୋଇଯାଇଅଛି । ହୀନ୍ଦି –…