Category: ଢେଙ୍କାନାଳ

ଢେଙ୍କାନାଳ ସଦର ବ୍ଲକ୍ ଓଷ୍ଟାର ଶିଶୁ ଉତ୍ସବ

ଢେଙ୍କାନାଳ ସଦର ବ୍ଲକ୍ ଓଷ୍ଟାର ଶିଶୁ ଉତ୍ସବ ଢେଙ୍କାନାଳ, ୧୯/୧୨: ଢେଙ୍କାନାଳ ସଦର ବ୍ଲକ୍‌ ଓଷ୍ଟା ତରଫରୁ ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଗାନ୍ଧୀ ମନ୍ଦିର ରୋଡ୍, ଢେଙ୍କାନାଳ ଠାରେ ୪୪ତମ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ବ୍ଲକ୍ ଓଷ୍ଟା…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୬ତମ ବାର୍ଷିକ କ୍ରୀଡାର ଉଦ୍‌ଯାପନୀ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୬ତମ ବାର୍ଷିକ କ୍ରୀଡାର ଉଦ୍‌ଯାପନୀ ଢେଙ୍କାନାଳ, ୧୯/୧୨- ଢେଙ୍କାନାଳ ସହର ମଧ୍ୟସ୍ଥଳୀରେ ଅବସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୬ତମ ବାର୍ଷିକ କ୍ରୀଡାର ଉଦ୍‌ଯାପନୀ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ବାର୍ଷିକ…

କାଠଗଡା ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

କାଠଗଡା ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଢେଙ୍କାନାଳ, ୧୯/୧୨: ଚଳିତ ଶିକ୍ଷାବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଢେଙ୍କାନାଳ ମ୍ୟୁନିସିପାଲିଟି ୧ ନମ୍ବର ୱାର୍ଡ ଅନ୍ତର୍ଗତ କାଠଗଡା ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଅଧିକାରୀ…

ବ୍ୟାଙ୍କରେ ସୁରକ୍ଷିତ ଜମାରାଶି ନେଇ ସଚେତନତା ଶିବିର

ବ୍ୟାଙ୍କରେ ସୁରକ୍ଷିତ ଜମାରାଶି ନେଇ ସଚେତନତା ଶିବିର ଢେଙ୍କାନାଳ, ୧୯/୧୨: ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ‘‘ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର’” ଶୀର୍ଷକ ସଚେତନତା ଶିବିର ୟୁକୋବ୍ୟାଙ୍କ ଅଗ୍ରଣୀ ବ୍ୟାଙ୍କ ଢେଙ୍କାନାଳ ଦ୍ୱାରା ଅନୁଷ୍ଠିତ ହୋଇଯାଇଅଛି । ଏଥୁରେ ମୂଖ୍ୟ…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୬ତମ ବାର୍ଷିକ କ୍ରୀଡା ଦିବସ ପାଳନ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୬ତମ ବାର୍ଷିକ କ୍ରୀଡା ଦିବସ ପାଳନ ଢେଙ୍କାନାଳ, ୧୮/୧୨- ଢେଙ୍କାନାଳ ସ‌ହର ମଧ୍ଯସ୍ଥଳୀରେ ଅବସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୬ତମ ବାର୍ଷିକ କ୍ରୀଡା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।…

ଢେଙ୍କାନାଳ ମାଟିର ଝିଅ ଶୁଭଶ୍ରୀ ଶୁଭସ୍ମିତା ଖୁଣ୍ଟିଆ ପି ଏଚ ଡି (Ph.D.) ପ୍ରାପ୍ତ

ଢେଙ୍କାନାଳ ମାଟିର ଝିଅ ଶୁଭଶ୍ରୀ ଶୁଭସ୍ମିତା ଖୁଣ୍ଟିଆ ପି.ଏଚ୍.ଡି (Ph.D.) ପ୍ରାପ୍ତ ଗବେଷିକା ଶୁଭଶ୍ରୀ ଶୁଭସ୍ମିତା ଖୁଣ୍ଟିଆ ପଞ୍ଜାବ ଚଣ୍ଡିଗଡରେ ଥିବା ଭାରତୀୟବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ (IISER), ମୋହାଲି ଠାରେ ଭୌତିକ ଵିଜ୍ଞାନ ରେ ଗବେଷଣାତ୍ମକସନ୍ଦର୍ଭ “From Self…

ଜୁନିୟର ଜାତୀୟ ଭଲିବଲ ଚାମ୍ପିୟନସିପରେ ମେରାମଣ୍ଡଳୀର ୩ ଖେଳାଳି

ଜୁନିୟର ଜାତୀୟ ଭଲିବଲ ଚାମ୍ପିୟନସିପରେ ମେରାମଣ୍ଡଳୀର ୩ ଖେଳାଳି ମେରାମଣ୍ଡଳୀ, ୧୭/୧୨/୨୦୨୫: ଜୁନିୟର ନ୍ୟାସନାଲ ଭଲିବଲ ଚାମ୍ପିୟନସିପ ସାମିଲ ହୋଇଛନ୍ତି ମେରାମଣ୍ଡଳୀର ୩ ଖେଳାଳି। ଡିସେମ୍ବର ୧୬ ରୁ ୨୧ ତାରିଖ ଯାଏ ରାଜସ୍ଥାନରେ ଖେଳାଯାଉଥ‌ିବା ଏହି ଚାମ୍ପିୟନସିପରେ ଶାନ୍ତନୁ ବେହେରା,…

ଆସନ୍ତା ଜାନୁଆରୀ ୮ ଓ ୯ ରେ ଜିଲ୍ଲା ସ୍ତରୀୟ ମତ୍ସ୍ଯ ଓ ପ୍ରାଣୀ ସଂପଦ ମେଳା ଅନୁଷ୍ଠିତ ହେବ

ଆସନ୍ତା ଜାନୁଆରୀ ୮ ଓ ୯ ରେ ଜିଲ୍ଲା ସ୍ତରୀୟ ମତ୍ସ୍ଯ ଓ ପ୍ରାଣୀ ସଂପଦ ମେଳା ଅନୁଷ୍ଠିତ ହେବ ଢ଼େଙ୍କାନାଳ, ତା. ୧୭.୧୨.୨୦୨୫- ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଆସନ୍ତା ଜାନୁଆରୀ ମାସ ୮ ଓ ୯ ତାରିଖରେ…

ରେକର୍ଡ ଜାଗାରେ ଯୋରଜବରଦସ୍ତ ମାଙ୍କଡା ପଥର ଓ ବାଲି ପକାଇବାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ରେକର୍ଡ ଜାଗାରେ ଯୋରଜବରଦସ୍ତ ମାଙ୍କଡା ପଥର ଓ ବାଲି ପକାଇବାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ଢେଙ୍କାନାଳ, ୧୬୧୨: ଢେଙ୍କାନାଳ ଟାଉନ୍‌ ମୀନାବଜାର ବାସୀନ୍ଦା ଶ୍ୟାମ ରଣାଙ୍କ ଧର୍ମପତ୍ନୀ ବାସନ୍ତୀ ରଣାଙ୍କ ନାମରେ ଗୋବିନ୍ଦପୁର ମୌଜାରେ ଥିବା ଖାତା ନଂ-୯୮୭/୨୪୮୭, ପ୍ଲଟ୍ ନଂ-୬୨୭…

କ୍ରୀଡା ପ୍ରତଯୋଗିତା ଅନୁଷ୍ଠିତ

କ୍ରୀଡା ପ୍ରତଯୋଗିତା ଅନୁଷ୍ଠିତ… ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ପଂଚାୟତଧୋବଲିପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଠାରେ ଦ୍ଵିତୀୟ ବାର୍ଷିକ କ୍ରୀଡା ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି !ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିଲି ସିଂହ ଙ୍କ ତତ୍ତ୍ୱାବଧାନରେ…