Category: ପୁରୀ

ଜଳିଗଲା ୩୦ ବାଇକ୍‌

କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ମାଧିପୁର ଛକ ନିକଟ ବ୍ୟାଟେରି ବାଇକ୍‌ ସୋରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ୩୦ ବାଇକ୍‌। ବ୍ୟାଟେରି ବିସ୍ଫୋରଣରୁ ସୋରୁମ୍‌ରେ ନିଆଁ ଲାଗିଥିବା ସୂଚନା। ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି ନିଆଁ ଲିଭାଇଥିବା ଜଣାପଡ଼ିଛି। ସୋରୁମ୍‌ରେ…

କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ଆରମ୍ଭ ହେଲା ପୁଣ୍ୟମାସ କାର୍ତ୍ତିକ ପୁରୀ: ଆରମ୍ଭ ହେଲା ପୁଣ୍ୟମାସ କାର୍ତ୍ତିକ। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ହବିଷ୍ୟାଳିଙ୍କ ପାଇଁ ସରକାରଙ୍କ ପକ୍ଷରୁ ୪ଟି ଶିବିର କରାଯାଇଛି। ରହଣି ସହ ଶୃଙ୍ଖଳିତ ଦର୍ଶନ ଓ ମହାପ୍ରସାଦର…

ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା ଆରମ୍ଭ, ଆଗାମୀ ଆଠ ଦିନ ପର୍ଯ୍ୟନ୍ତ ଚାଲିବ

ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା ଆରମ୍ଭ, ଆଗାମୀ ଆଠ ଦିନ ପର୍ଯ୍ୟନ୍ତ ଚାଲିବ ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର । ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ପୁରୀରେ ଗୁରୁବାର…

ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ; ସ୍ବାଭାବିକ ହେଲା ଶ୍ରୀଜୀଉଙ୍କ ଦର୍ଶନ

ପୁରୀ: ଶ୍ରୀମନ୍ଦିର ମୂଳ ରତ୍ନ ଭଣ୍ଡାରକୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ଏହି ପ୍ରକ୍ରିୟା ଆଜି ପୂର୍ବାହ୍ନ ୧୦ଟା ୫୫ରେ ଆରମ୍ଭ ହୋଇ ୨ଟା ୫୫ରେ ଶେଷ ହୋଇଛି । ଅଳଙ୍କାର ମାନ ସ୍ଥାନାନ୍ତରଣ ପରେ…

ପୁରୀର ‘ପଣ୍ଡା ନିଯୋଗ ସଂସ୍କୃତ ବିଦ୍ୟାଳୟ’ର ପରିଚାଳନା ଦାୟିତ୍ୱ ଓଡ଼ିଶା ସରକାରଙ୍କୁ ଦେବା ପାଇଁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୩, ୨୦୨୫ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଓଡ଼ିଶାର ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପତ୍ର ଲେଖି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ପଣ୍ଡା ନିଯୋଗ ସଂସ୍କୃତ…

ଆଜି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର; ପୂର୍ବାହ୍ନ ୧୦ଟାରୁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ

ଆଜି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର। ଏଥିପାଇଁ ପୂର୍ବାହ୍ନ ୧୦ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଶୋଧ କରାଯିବ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ। ମୁଖ୍ୟ ଦେଉଳ…

ଅସ୍ତରଙ୍ଗ ଥାନା ଆଇଆଇସି ସସପେଣ୍ଡ, ବିରୋଧରେ ଥିଲା ଦୁର୍ନୀତି ଅଭିଯୋଗ

ପୂରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଇଆଇସି ସସପେଣ୍ଡ । ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ଆଇଆଇସି ରାଜେଶ ବଳିଆରସିଂଙ୍କୁ ସସପେଣ୍ଡ କଲେ ପୋଲିସ ଡିଜି ୱାଇ. ବି ଖୁରାନିଆ । କୋରାପୁଟ ଜିଲ୍ଲା ଜୟପୁର ଥାନାରେ ସେ ସବ ଇନିସ୍ପେକ୍ଟର ଥିବା ବେଳେ…

ଏଣିକି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗିବ ଅଭଢା ଦର

ଭୂବନେଶ୍ୱର, ୦୮/୦୮ : ଏଣିକି ଶ୍ରୀମନ୍ଦିରରେ ମହାପ୍ରସାଦ କିଣିବା ବେଳେ ଆଉ ଠକାମୀର ଶିକାର ହେବେ ନାହିଁ ଭକ୍ତ । ଶୁଖିଲି ଭୋଗ ଓ ଅବଢ଼ା ମହାପ୍ରସାଦ ପୃଥକ ପୃଥକ ସ୍ଥାନରେ ବିକ୍ରି ହେବ। ଅବଢ଼ା ମହାପ୍ରସାଦ ନିକଟରେ ଏଣିକି ଖଜା…

ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା, ମହାପ୍ରଭୁଙ୍କ ପ୍ରସ୍ତୁତ ହେଉଛି ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ

ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା । ପ୍ରସ୍ତୁତ ଚାଲିଛି ମହାପ୍ରଭୁଙ୍କ ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ । ଶ୍ରୀମନ୍ଦିର ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ । ଅଲିଅଳି ଭଉଣୀ ମା ସୁଭଦ୍ରା…

ବିଲରେ କାମ କରୁଥିଲେ, ବଜ୍ରାଘାତ ନେଲା ଜୀବନ

ପୂରୀ ଜିଲ୍ଲା କୋଣାର୍କରେ ବଜ୍ରାଘାତ ନେଲା ଜୀବନ। ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଟଳି ପଡ଼ିଥିବା ସୂଚନା ମିଳିଛି। କନ୍ତିମାଳ ଗାଁର ଚାଷୀ ବିଲରେ କାମ କରୁଥିବା ସମୟରେ ହୋଇଥିଲା ବଜ୍ରାଘାତ। ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ବାଙ୍ଗୁରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ…