Category: ଭୁବନେଶ୍ବର

ମନରେଗା ଶ୍ରମିକଙ୍କ ପାଇଁ ବଢିଲା ମଜୁରୀ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଦୁଇ ବର୍ଷ ପୂରିବା ପୂର୍ବରୁ ମନରେଗା ଶ୍ରମିକଙ୍କ ପାଇଁ ବଢିଲା ମଜୁରୀ । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମନରେଗା ଅଧୀନରେ କାମ କରୁଥିବା ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ସର୍ବନିମ୍ନ…

ମୌସୁମୀ ଆଗମନକୁ ନେଇ ବଢ଼ିଲା ଅନିଶ୍ଚିତତା, ଜୁନ୍ ୧ ସୁଦ୍ଧା କେରଳ ଛୁଇଁବା ନେଇ ସଂଶୟ

ମଉସୁମୀ ଆଗମନକୁ ନେଇ ବଢ଼ିଲା ଅନିଶ୍ଚିତତା । ଜୁନ୍ ୧ ସୁଦ୍ଧା କେରଳ ଛୁଇଁବା ନେଇ ସଂଶୟ । ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଆଶଙ୍କା । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ନେଇ ବଡ଼ ଅନିଶ୍ଚିତତା…

ରଜରେ ପରଦାକୁ ଆସୁଛି ଅର୍ଦ୍ଧେନ୍ଦୁଙ୍କ ‘ଡାଏରୀ’, ରିଲିଜ ହେଲା ନୂଆ ପୋଷ୍ଟର

ଚଳିତ ରଜରେ ଓଲିଉଡ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଭିନେତା ଅର୍ଦ୍ଧେନ୍ଦୁ । ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’ ସହ ସେ ପୁଣିଥରେ ଦର୍ଶକଙ୍କ ମନ ଜିତିବାକୁ ଆସୁଛନ୍ତି । ନିକଟରେ ଫିଲ୍ମର ଘୋଷଣା ଏବଂ ପ୍ରଥମ ଝଲକ ରିଲିଜ…

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଓଡ଼ିଶା ସିଭିଲ ସର୍ଭିସ୍ (OCS) ପରୀକ୍ଷା-୨୦୨୪ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରି ଏହି ଉଲ୍ଲେଖନୀୟ ସଫଳତା ପାଇଁ…

ଟ୍ରେନ୍ ଉପରେ ଖସି ପଡ଼ିଲା କ୍ରେନ୍ ଛିଣ୍ଡିଗଲା ବିଦ୍ୟୁତ ତାର

ନିଳଗିରି: ଟ୍ରେନ୍ ଉପରେ ଖସି ପଡିଲା କ୍ରେନ୍। ଛିଣ୍ତିଗଲା ବିଦ୍ୟୁତ ତାର। ଏଭଳି ଅଭାବନୀୟ ଘଟଣା ଘଟିଛି ନୀଳଗିରି ଗୋପୀନାଥପୁରସ୍ଥିତ ରେଳ ଷ୍ଟେସନରେ। ନୀଳଗିରି ଗୋପୀନାଥପୁରସ୍ଥିତ ରେଳ ଷ୍ଟେସନରେ ପାର୍ଶ୍ବରେ ଥିବା ସ୍ଲିପର କାରଖାନାରେ ସିମେଣ୍ଟ ବିମ୍ ସବୁ ଲୋଡ଼ କରାଯାଉଥିବା…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକ ଓ ଦର୍ଶକମାନଙ୍କୁ ସୁପ୍ରଭାତ। ଆଜି ୨୦୨୬ ମେ ୨୯ ତାରିଖ, ଶୁକ୍ରବାର। ଆସନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କ ପାଇଁ କେମିତି ରହିବ, କେଉଁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ଏବଂ କେଉଁ ପ୍ରତିକାର…

CBSE ପରୀକ୍ଷା ବିବାଦକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ

ନୂଆଦିଲ୍ଲୀ: CBSE ପରୀକ୍ଷା ବିବାଦକୁ ନେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ପ୍ରବଳ ଜନମତ ବିବାଦ ଆରମ୍ଭ ହୋଇଛି। ପ୍ରଧାନ ଗାନ୍ଧୀଙ୍କୁ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବା ଏବଂ ହତାଶ ହେବାର ଅଭିଯୋଗ କରିଛନ୍ତି ଏବଂ…

ବିଜେପି ‘ନେତାମାନଙ୍କୁ ଫସାଇବା’ ଅଭିଯୋଗ କରିଛି ବିଜେଡି

ଓଡ଼ିଶା: ସାମନ୍ତରାୟଙ୍କ ପରିବର୍ତ୍ତନ ପରେ ବିଜେପିକୁ ‘ନେତାମାନଙ୍କୁ ଫସାଇବା’ ଅଭିଯୋଗ କରିଛି ବିଜେଡି ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜେଡି ଗୁରୁବାର ଅଭିଯୋଗ କରିଛି ଯେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉଚ୍ଚ ସଦନରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା…

ଧର୍ମେନ୍ଦ୍ରଙ୍କ ଘର ଘେରାଉ କରିବାକୁ ପ୍ରୟାସ କଲେ ପ୍ରଦେଶ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଗତକାଲି ମେ ୨୭ ତାରିଖ (ବୁଧବାର) ସନ୍ଧ୍ୟାରେ ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ…

ଯୁବବର୍ଗ ହେଉଛନ୍ତି ପରିବର୍ତ୍ତନର ପ୍ରମୁଖ ବାହକ: ରାଜ୍ୟପାଳ

ଭୁବନେଶ୍ୱର: ଯୁବବର୍ଗ ହେଉଛନ୍ତି ପରିବର୍ତ୍ତନର ପ୍ରମୁଖ ବାହକ I ରାଷ୍ଟ୍ର ନିର୍ମାଣ ଏବଂ ସ୍ଥାୟୀ ବିକାଶ ପାଇଁ ତଥା ସୂଚନା ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ…