Category: ଭୁବନେଶ୍ବର

ଆପାର୍ଟମେଣ୍ଟ ପଞ୍ଜୀକରଣରେ ବଡ଼ ସରଳୀକରଣ: ସାଧାରଣ କ୍ଷେତ୍ର ହସ୍ତାନ୍ତର ପାଇଁ ଷ୍ଟାମ୍ପ ଡ୍ୟୁଟି ₹୫୦ ହଜାର

ଆପାର୍ଟମେଣ୍ଟ ପଞ୍ଜୀକରଣରେ ବଡ଼ ସରଳୀକରଣ: ସାଧାରଣ କ୍ଷେତ୍ର ହସ୍ତାନ୍ତର ପାଇଁ ଷ୍ଟାମ୍ପ ଡ୍ୟୁଟି ₹୫୦ ହଜାର ଭୁବନେଶ୍ୱର, ୨୮/୦୯/୨୦୨୬: ରାଜ୍ୟରେ ଆପାର୍ଟମେଣ୍ଟ କ୍ରୟ, ହସ୍ତାନ୍ତର ଓ ପଞ୍ଜୀକରଣ ପ୍ରକ୍ରିୟାକୁ ଆହୁରି ସରଳ କରିବା ଲକ୍ଷ୍ୟରେ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଏନେଇ…

ଓଡ଼ିଶା ଜନ ବିଶ୍ୱାସ ବିଲ୍‌-୨୦୨୬: ସରଳ ନିୟମ, ସହଜ ପ୍ରଶାସନ ଓ ବିଶ୍ୱାସଭିତ୍ତିକ ଶାସନ ଉପରେ ଗୁରୁତ୍ୱ

ଓଡ଼ିଶା ଜନ ବିଶ୍ୱାସ ବିଲ୍‌-୨୦୨୬: ସରଳ ନିୟମ, ସହଜ ପ୍ରଶାସନ ଓ ବିଶ୍ୱାସଭିତ୍ତିକ ଶାସନ ଉପରେ ଗୁରୁତ୍ୱ ଭୁବନେଶ୍ୱର, ୨୮/୦୯/୨୦୨୬: ନାଗରିକ ଓ ବ୍ୟବସାୟୀଙ୍କ ପାଇଁ ନିୟମ ଓ ଅନୁପାଳନ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆଣିଛନ୍ତି ଓଡ଼ିଶା…

ସୁନାମି ପ୍ରସ୍ତୁତିରେ ଓଡ଼ିଶାର ଐତିହାସିକ ସଫଳତା

ସୁନାମି ପ୍ରସ୍ତୁତିରେ ଓଡ଼ିଶାର ଐତିହାସିକ ସଫଳତା ଭୁବନେଶ୍ୱର, ୨୮ ସେପ୍ଟେମ୍ବର ୨୦୨୬:ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରି ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ୟୁନେସ୍କୋ-ଆଇଓସି ‘ସୁନାମି ରେଡି ରିକଗ୍ନିସନ୍ ପ୍ରୋଗ୍ରାମ୍’ ଅଧୀନରେ ରାଜ୍ୟର ୧୦୦ଟି ଉପକୂଳବର୍ତ୍ତୀ…

ସେଣ୍ଟ ଜନ୍ ଆମ୍ବୁଲାନ୍ସ ସେବାର ଉନ୍ନତି ଓ ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବୃଦ୍ଧି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ସେଣ୍ଟ ଜନ୍ ଆମ୍ବୁଲାନ୍ସ ସେବାର ଉନ୍ନତି ଓ ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବୃଦ୍ଧି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ ଭୁବନେଶ୍ୱର, ୨୮ ସେପ୍ଟେମ୍ବର: ସେଣ୍ଟ ଜନ୍ ଆମ୍ବୁଲାନ୍ସର ସ୍ୱେଚ୍ଛାସେବୀମାନଙ୍କ ପ୍ରଶିକ୍ଷଣ ମଡ୍ୟୁଲ୍‌କୁ ଅଧିକ ସୁଦୃଢ଼ କରିବା ସହ ସମ୍ପୃକ୍ତ ବିଭିନ୍ନ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟକୁ…

ବିଧାନସଭା ପରିଦର୍ଶନରେ ଡିଏଭି ଚନ୍ଦ୍ରଶେଖରପୁରର ଛାତ୍ରଛାତ୍ରୀ

ବିଧାନସଭା ପରିଦର୍ଶନରେ ଡିଏଭି ଚନ୍ଦ୍ରଶେଖରପୁରର ଛାତ୍ରଛାତ୍ରୀ ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିଦର୍ଶନରେ ଆସିଥିବା ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଛାତ୍ରଛାତ୍ରୀମାନେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ଉପସ୍ଥିତ ରହିଥିଲେ। ଏହି ପରିଭ୍ରମଣ ଅବସରରେ ଛାତ୍ରଛାତ୍ରୀମାନେ ବିଧାନସଭାର କାର୍ଯ୍ୟପ୍ରଣାଳୀ, ଗଣତାନ୍ତ୍ରିକ ବ୍ୟବସ୍ଥା ଓ…

ବିଶ୍ୱ ଜଳାତଙ୍କ ଦିବସରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

ବିଶ୍ୱ ଜଳାତଙ୍କ ଦିବସରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର, ୨୮/୦୯/୨୦୨୬ : ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ “ବିଶ୍ୱ ଜଳାତଙ୍କ ଦିବସ” ପାଳିତ ହୋଇଯାଇଛି । ଜଳାତଙ୍କ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଓ ଏହାର ନିରାକରଣ ଦିଗରେ…

ଅବ୍ୟବହୃତ ଲିଜ୍‌ ଜମି ଅଥବା ଅନ୍ୟ ଉଦ୍ଦେଶ୍ଯରେ ନିୟୋଜିତ ସରକାରୀ ଜମିର ପୁନରୁଦ୍ଧାର ଉପରେ ଗୁରୁତ୍ୱ: ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି

ଅବ୍ୟବହୃତ ଲିଜ୍‌ ଜମି ଅଥବା ଅନ୍ୟ ଉଦ୍ଦେଶ୍ଯରେ ନିୟୋଜିତ ସରକାରୀ ଜମିର ପୁନରୁଦ୍ଧାର ଉପରେ ଗୁରୁତ୍ୱ: ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି - *ଦୀର୍ଘ ସମୟ ଧରି ଅବ୍ୟବହୃତ ସରକାରୀ ଜମିର ସମୀକ୍ଷା କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ…

ଏସଆଇଆରକୁ ନେଇ କଂଗ୍ରେସର ଅଭିଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡନ, କହିଲେ—ପ୍ରକ୍ରିୟାରେ ତ୍ରୁଟି ନାହିଁ

ଏସଆଇଆରକୁ ନେଇ କଂଗ୍ରେସର ଅଭିଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡନ, କହିଲେ—ପ୍ରକ୍ରିୟାରେ ତ୍ରୁଟି ନାହିଁ ଭୁବନେଶ୍ୱର, ୨୮/୦୯: ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍‌ (SIR)କୁ ନେଇ ରାଜନୈତିକ ବିବାଦ ମଧ୍ୟରେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…

ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା; ସୁବର୍ଣ୍ଣରେଖା ଏବେ ବି ବିପଦ ସଙ୍କେତ ଉପରେ

ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା; ସୁବର୍ଣ୍ଣରେଖା ଏବେ ବି ବିପଦ ସଙ୍କେତ ଉପରେ ଭୁବନେଶ୍ୱର, ୨୮/୦୯: ଉପରମୁଣ୍ଡ ଓ ମହାନଦୀ ଅବବାହିକାରେ ଲଗାଣ ବର୍ଷା ପରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରରୁ ୨୮ଟି ଗେଟ୍ ଦେଇ…

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର: ୨୮ରୁ ୩୦ ସେପ୍ଟେମ୍ବର ଧର୍ମଘଟ ସ୍ଥଗିତ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର: ୨୮ରୁ ୩୦ ସେପ୍ଟେମ୍ବର ଧର୍ମଘଟ ସ୍ଥଗିତ ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ପ୍ରସ୍ତାବିତ ଧର୍ମଘଟକୁ ନେଇ ଆସିଛି ବଡ଼ ଅପଡେଟ୍। ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…