Category: ଭୁବନେଶ୍ବର

ଆଜି ୧୮୧ ଗୋଟି ନୂତନ ପ୍ରାଣୀ ସେବା ଯାନର ଲୋକାର୍ପଣ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଜନାରେ ୧୮୧ ଗୋଟି ନୂତନ ପ୍ରାଣୀ ସେବା ଯାନର ଲୋକାର୍ପଣ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ପ୍ରାଣୀ ଚିକିତ୍ସାଳୟ ଠାରୁ ଦୂରରେ ଅବସ୍ଥିତ ଗାଁ ମାନଙ୍କରେ ଚିକିତ୍ସା ସୁବିଧା ପ୍ରଦାନ ନିମନ୍ତେ…

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଶେଷ ସମ୍ମାନ ଦେଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି। ବିଭିନ୍ନ ବିଭାଗର ମନ୍ତ୍ରୀ…

ନିଖିଳ ଉତ୍କଳ ପାଟରା ସମିତିର ଗ୍ରହ୍ମାପର୍ବ ପାଳନ

ନିଖିଳ ଉତ୍କଳ ପାଟରା ସମିତିର ଗ୍ରହ୍ମାପର୍ବ ପାଳନ ଭୁବନେଶ୍ୱର, ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ଦ୍ଵିତୀୟ ବର୍ଷ ପାଇଁ ଗ୍ରହ୍ମା ପର୍ବ ପାଳନ ହୋଇଛି. ଏହି ପର୍ବ ଉତ୍କଳୀୟ ଗ୍ରହ୍ମା ପର୍ବ ନାମରେ…

ଅସ୍ତ ହୋଇଗଲେ ସୂର୍ଯ୍ୟ, ଶେଷ ନିଃଶ୍ୱାସ ତ୍ୟାଗ କଲେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର : ପୂର୍ବତନ ବାଚସ୍ପତି, ମନ୍ତ୍ରୀ, ଦିଗପହଣ୍ଡିର ବିଧାୟକ ତଥା ବରିଷ୍ଠ ନେତା ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଙ୍କର ଦେହାନ୍ତ ହୋଇଯାଇଛି l ବହୁ ବାର ବିଧାନ ସଭାକୁ ନିର୍ବାଚିତ ହେବା ସହ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ରାଜସ୍ବ, ଜଙ୍ଗଲ,…

ଲୋକସେବା ଭବନ ୩ୟ ମହଲା ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ବୈଠକରେ ମନ୍ତ୍ରୀ ତୁକୁନି ସାହୁଙ୍କ ଅଧ୍ୟକ୍ଷତା

ସଡକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ବିଭାଗର ଭୂମିକା ରହିଛି। ପୋଲିସ୍ ବିଭାଗ, ପରିବହନ ବିଭାଗ ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ଟ୍ରକ୍ ଓ ବସ୍ ସଂଘ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକର ଉପଯୁକ୍ତ ସମନ୍ବୟ ହିଁ ସଡକ ସୁରକ୍ଷା…

ଭୁବନେଶ୍ୱରରୁ ଉତ୍‌କେଲାକୁ ବିମାନ ସେବା ଆରମ୍ଭ

ଭୁବନେଶ୍ୱରରୁ ଉତ୍‌କେଲାକୁ ବିମାନ ସେବା ଆରମ୍ଭ। ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଲା ପ୍ରଥମ ବିମାନ। ଭୁବନେଶ୍ୱରରେ ଫ୍ଲାଗ୍‌ଅପ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। Post Views: 21

ଆସନ୍ତା ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ,୧୮ରେ ନାମାଙ୍କନ ଦାଖଲ

ଆସନ୍ତା ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ,୧୮ରେ ନାମାଙ୍କନ ଦାଖଲ ଖୁବ ଶୀଘ୍ର ବଧାନସଭା ବାଚସ୍ପତି ପଦକୁ ନେଇ ହଟିବ ସସପେନ୍ସ। ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ଏଥିପାଇଁ ୧୮ରେ ନାମାଙ୍କନ ଦାଖଲ କରାଯିବ ।…

୨୨ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

୨୨ରୁ ବିଧାନସଭା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା। Post Views: 23

କାଲି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କାଲି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ୨୨ ଜିଲ୍ଲା-ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା। କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼। ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର। ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ। କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ…

କାମେରୁନ୍‌ରେ ବିଜୟୀ ଦୁଇ ଓଡିଆ ଝିଅ

ଭୁବନେଶ୍ୱର : ଓଡିଆ ଝିଅ ତଥା ଭାରତୀୟ ବ୍ୟାଡ୍‌ମିଂଟନ୍‌ ଯୋଡି ପଣ୍ଡା ଭଉଣୀ ଭାବେ ପରିଚିତ ଋତାପର୍ଣ୍ଣା ଓ ଶ୍ୱେତାପର୍ଣ୍ଣା ପଣ୍ଡା ବିଜୟ ଲାଭ କରିଛନ୍ତି । କାମେରୁନ୍‌ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପ୍ରତିଯୋଗିତାର ଫାଇନାଲ୍‌ରେ ଉଗାଣ୍ଡାର ହୁସିନା କୋବୁଗାବେ ଓ…