୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ରାଜ୍ୟ ସରକାର କଲେ ଫେରସ୍ତ
ଭୁବନେଶ୍ୱର: ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ମଧ୍ୟରେ ଓଡ଼ିଶା ବ୍ୟୟମଞ୍ଜୁରୀ ବିଲ୍-୨୦୨୩ସ୍ପୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାଚନିକ ଭୋଟ୍ରେ ଗୃହୀତ କରିଛନ୍ତି । ଆଉ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ରାଜ୍ୟ ସରକାର ଫେରସ୍ତ କରିନେଇଛନ୍ତି । ସେଗୁଡ଼ିକ ହେଉଛି ଓଡ଼ିଶା…
