Category: ଯାଜପୁର

ଗାନ୍ଧିବାଦୀ ଓ ନିଶାନିବାରଣ ର ପୁରୋଧା ଅଚ୍ୟୁତାନନ୍ଦ ସାମଲଙ୍କ ଦେହାନ୍ତ

ଗାନ୍ଧିବାଦୀ ଓ ନିଶାନିବାରଣ ର ପୁରୋଧା ଅଚ୍ୟୁତାନନ୍ଦ ସାମଲଙ୍କ ଦେହାନ୍ତ ବିଷୟ_____ ଯାଜପୁର ଜିଲ୍ଲା ବରୀ ବ୍ଳକର ଅଙ୍ଗାଳୋ ପଞ୍ଚାୟତର ଅରିଲୋ ଗ୍ରାମର ଅଚ୍ୟୁତାନନ୍ଦ ସାମଲଙ୍କ ଜନ୍ମ ।ଶିକ୍ଷକତାରୁ ତାଙ୍କର କର୍ମମୟ ଜୀବନ ଆରମ୍ଭପରେ ସ୍ବର୍ଗତ ପୃର୍ବତନ ମନ୍ତ୍ରୀ ବାଙ୍କବିହାରୀ ଦାସଙ୍କ…

ମୋନାଲିସା ମୋଟର୍ସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ 

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ସ୍ଥିତ ମୋନାଲିସା ମୋଟର୍ସରେ ଆଜି ମୋଟର୍ସର ଫାଉଣ୍ଡେସନ ଦିବସ ଅବସରରେ ଆଜି ସପ୍ତମ ରକ୍ତଦାନ ଶିବିର ସମ୍ବାଦ ଆମ ଏବଂ ମୋନାଲିସା ମୋଟର୍ସ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ…

ଜମିବାଡି ବିବାଦ ନେଇ ଆକ୍ରମଣ : ଜଣେ ଗୁରୁତ୍ତର

ବଅଁରପାଳ ଥାନା ଭୋଗବେରେଣୀ ଗ୍ରାମ ଚାଇଁପାଳ ଅଞ୍ଚଳର ସୁରେନ୍ଦ୍ର ଦାସଙ୍କୁ ଖଣ୍ଡାରେ ଆକ୍ରମଣ ନେଇ ବଅଁରପାଳ ଥାନାରେ ଅଭିଯୋଗ । ଥାନା ପକ୍ଷରୁ ସୂଚନା ଅନୁଯାୟୀ ପୂର୍ବାହ୍ନ ୯ ଘଟିକା ୩୦ ମିନିଟ ସମୟରେ ନିଜ ଘର ରାସ୍ତା ଦେଇ ଯିବା…

ବିଞ୍ଝାରପୁର ବ୍ଳକ ଟିଚର୍ସ କ୍ଳବର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବିଞ୍ଝାରପୁର ବ୍ଳକ ଟିଚର୍ସ କ୍ଳବର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ବିଷୟ_____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଶ୍ରୀ ବନ୍ତ ହାଇସ୍କୁଲ ଠାରେ ଆଜି ବିଞ୍ଝାରପୁର ବ୍ଳକ ଟିଚର୍ସ କ୍ଳବର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ଓ ସମ୍ବର୍ଦ୍ଧନା ଉତ୍ସବ…

ଅଗ୍ନିକାଣ୍ଡ ରେ ପାଞ୍ଚ ବଖରା ପୋଡି ପାଉଁଶ

ଅଗ୍ନିକାଣ୍ଡ କୁ ଆୟତ କଲା ଦମକଳ ବାହିନୀ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଖାମଣା ଗ୍ରାମରେ ଅଗ୍ନିକାଣ୍ଡ ଘଟି 5 ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ସୂଚନା ଯେ, ଖାମଣା ଗ୍ରାମରେ କୌଣସି କାରଣରୁ ଏକ ଘରେ ନିଆଁ…

ଲୋକସଭା ପ୍ରବାସ ଯୋଜନା ରେ ଅନୁଗୁଳ ର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର

ବିଜେପିର ଢେଙ୍କାନାଳ ଲୋକସଭା ପ୍ରବାସ ଯୋଜନା ବୈଠକ ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ରାଜ୍ୟ ସହ ପ୍ରଭାରୀ ତଥା ରାଜ୍ୟ ସଭା ସାଂସଦ ବିଜୟପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ବଜେଟ ସ୍ଵାଧିନ…

ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ : ୫୧ ୟୁନିଟ ସଂଗ୍ରହ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହୀଧରପୁର ଗ୍ରାମର ପଂଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ମହୀଧରପୁର ପରିସର ଆଜି ସମ୍ବାଦ ଆମ ଓଡ଼ିଶା ଓ ମହୀଧରପୁର ଯୁବ ଗୋଷ୍ଠୀ ଙ୍କର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି…

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା ଯାଜପୁର ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ ଅଧିନସ୍ଥ ଚମ୍ପେଇପାଳ ଉ.ପ୍ରା ବିଦ୍ୟାଳୟରେ ଶିକ୍ଷକ ବଦଳି ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ୧୭୦…

ଭୁବନେଶ୍ୱରରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେଲେ

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ଉତ୍ସବରେ ଅଂଶଗ୍ରହଣ କରି ସେ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଫେବୃଆରୀ ୧୦, ୨୦୨୩)ରେ ଭୁବନେଶ୍ୱର ଠାରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗ ଦେବା ସହିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହି ଶିକ୍ଷାନୁଷ୍ଠାନରେ ତାଙ୍କର…