ତିର୍ତ୍ତୋଲ ଶାଖା ଓୟୁଜେର ସାଙ୍ଗଠନିକ ବୈଠକ

ଜେ ବି ଏନ, ୦୬/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସି°ହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସରଣୀ ଛକ ନିକଟ ଜନସେବା କେନ୍ଦ୍ର ପରିସରରେ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ( ଓୟୁଜେ ) ତିର୍ତ୍ତୋଲ ଶାଖା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓୟୁଜେ ଜିଲ୍ଲା ସହ ସମ୍ପାଦକ ଗୈ।ରାଙ୍ଗ ଚରଣ ସ୍ବାଇ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସଭାପତି ଶୁଭଙ୍କର ଜେନା, ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ଉପ ସଭାପତି ତପନ କୁମାର ରାଉତରାୟ, ଜମେଶ ଗଚ୍ଛାୟତ ପ୍ରମୁଖ ଉପସ୍ଥିତ ରହି ସଙ୍ଗଠନର କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ। ତାହା ପରେ ବ୍ଲକ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା ! ସଭାପତି ଭାବରେ ଶ୍ରୀକାନ୍ତ ଦାଶ, ଉପ ସଭାପତି ସୁଶିଲ, ମହାପାତ୍ର, ସମ୍ପାଦକ ଯଦୁମଣି ସାହୁ, ସହ ସମ୍ପାଦକ ଅଭିଶେକ ତ୍ରିପାଠୀ, କୋଷାଧ୍ୟକ୍ଷ ମିହିର ନାୟକ ଓ ଉପଦେଷ୍ଟା ଭାବେ ଗୈ।ରାଙ୍ଗ ସ୍ବାଇ, ଶ୍ରୀବତ୍ସ ଲାଞ୍ଛନ ପାଢି ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। କାର୍ଯ୍ୟକାରୀ କମିଟିରେ ଅଜିତ ଦାସ, କେଶବ ପଣ୍ଡା, ବିକାଶ କୁମାର ବେହେରା, ଅଭୟ କୁମାର ସାହୁ, ସାଗର ମହାପାତ୍ର, ଦିଲିପ ସାହୁ, ସ୍ବାଗତ ରଞ୍ଜନ ଦାସ, ରବିନାରାୟଣ ଆଚାର୍ଯ୍ୟ ମନୋନୀତ ହୋଇଥିଲେ।

