Spread the love

ଆଖିରେ କଳାପଟି ବାନ୍ଧି ସବୁ କାର୍ଯ୍ୟ କରିପାରୁଛନ୍ତି ବିସ୍ମୟ ବାଳିକା। Date-20/04/26, ତାଳଚେର ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରେ ତାଳଚେର ରେମୁଆଁ ଓମ ବିହାର ରେ ଗଣେଶ ଅଦ୍ୟଶକ୍ତି ପଶିକ୍ଷଣ ସେଣ୍ଟର ପ୍ରତିଷ୍ଠା ହୋଇଯାଇଛି। ଏହି ସେଣ୍ଟର ରେ ଏକ ବିସ୍ମୟ ବାଳିକା କୁ ଦେଖିବାକୁ ମିଳିଥିଲା, ସେ ଆଖିରେ କଳାପଟି ବାନ୍ଧି ପଢିବା, ରଙ୍ଗ , ଟଙ୍କା ନୋଟ ଚିହ୍ନିବା, ସାଇକେଲ ଚଳାଇବା, କ୍ରିକେଟ ଖେଳିବା ଇତ୍ୟାଦି କାର୍ଯ୍ୟ କରିପାରୁଥିଲେ। ତାଙ୍କୁ ଓ ତାଙ୍କ ପରିବାରକୁ ଏସମ୍ପର୍କରେ ପଚାରିବାରୁ ଯାହା କହିଥିଲେ..

Leave a Reply

Your email address will not be published. Required fields are marked *