Spread the love

ଗଁଦିଆ ବ୍ଳକ ଅନ୍ତର୍ଗତ ଗଁଦିଆ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଥିବା ଗୋପବନ୍ଧୁ ଦାସଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଲଳିତା ନାଏକଙ୍କ ଉପସ୍ଥିତ ରେ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ବିଦ୍ୟାଳୟ ର ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ସ୍ବାଇଁ, ଯଦୁମଣି ସାହୁ, ଶିକ୍ଷୟିତ୍ରୀ ଯାମିନୀ ବେହେରା ଉପସ୍ଥିତ ହୋଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ଗୋପବନ୍ଧୁ ଦାସଙ୍କର ତ୍ଯାଗପୂତସେବା ଉପରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *