Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଚିଲିକା ପ୍ରେସ କ୍ଲବ ତରଫରୁ କମ୍ବଳ ବଣ୍ଟନ


 

,ଜେ. ବି. ଏନ,3/1/21(ରିପୋର୍ଟ-ରଂଜିତ କୁମାର ସାହୁ )ଖୋର୍ଦ୍ଧା /ବାଲୁଗାଁ :ବର୍ତମାନ ଯେଉଁ ଶୀତ ର ପ୍ରକୋପ ଦେଖାଦେଇଛି |ତାକୁ ଘର ର ଚାରି କାନ୍ଥ ଭିତରେ ସହ୍ୟ କରିବା କଷ୍ଟକର |ଯେଉଁ ଗରିବ ଅସହାୟ ଯାହାର ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେନାହିଁ ସେମାନେ ବାହାରେ ଶୀତ ରାତିରେ କେମିତି ରହୁଥିବେ |ସେହି ଦୁଃଖ କଷ୍ଟ ରୁ କିଛି ମାତ୍ରାରେ ରକ୍ଷା ପାଇବାପାଇଁ ଆଜି ଚିଲିକା ପ୍ରେସ କ୍ଲବ ତରଫରୁ ସଭାପତି ଶ୍ରୀ ପ୍ରକାଶ କୁମାର ପ୍ରଧାନଙ୍କ ନେତୃତ୍ୱ ରେ କ୍ଲବ ର ବରିଷ୍ଠ ସଦସ୍ୟ ଏବଂ ନୂତନ ସଦସ୍ୟ ଙ୍କ ସହ କିଛି କମ୍ବଳ ଗରିବ ଓ ଅସହାୟ ଙ୍କୁ ବଣ୍ଟନ କରାଯାଇଥିଲା |