Spread the love

ଢେଙ୍କାନାଳ – ଡମୋଳ ଗ୍ରାମପଞ୍ଚାୟତରେ ବିକାଶ ପଥରେ ପ୍ରଥମେ କଥା ଦେଇଥିଲେ, ଇଞ୍ଜିନିୟର ସୁନୀଲ କୁମାର ଧଳ ଭୁଟର ମାନଙ୍କୁ କଥା ରଖି କାମରେ ଦେଖାଇଥିଲେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୨୯ପଞ୍ଚାୟତକୁ ନେଇ ଗଠିତ ହୋଇଥିବାବେଳେ ଏଥିମଧ୍ୟରୁ ଡମୋଳ ଗ୍ରାମ ପଞ୍ଚାୟତ ଅନ୍ୟତମ ଏହି ପଞ୍ଚାୟତର ଯୁବ ସରପଞ୍ଚ ଇଞ୍ଜିନିୟର ସୁନୀଲକୁମାର ଧଳ ନାମକୁ ମାତ୍ର ନିର୍ବାଚିତ ଜନପ୍ରତିନିଧି ରହିଥିବାବେଳେ ପଞ୍ଚାୟତର ପ୍ରତ୍ୟେକ ଜନହିତକର ପରଉପକାରୀଏହି ଗ୍ରାମପଞ୍ଚାତରେ ଅଣକୁଣ କାର୍ଯ୍ୟ କରିବାରୁ ପଞ୍ଚାୟତ ଗ୍ରାମବାସୀଙ୍କ ଜ୍ଞାନ୍ତସାରରେ ହେଉଛି ଏହି ପରିପ୍ରେକ୍ଷୀରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରଜ ସଂକ୍ରାନ୍ତି ଅବସରରେ ୬ଟି ପ୍ରକଳ୍ପ ପଞ୍ଚାୟତବାସୀଙ୍କ କରକମଳରେ ଲୋକାର୍ପିତ ହୋଇଛି ଉଦଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ମହାବୀର ଜିମ୍ ସେଣ୍ଟର ଗାନ୍ଧୀ ନିକେତନ ଗ୍ରନ୍ଥାଳୟ ଥଣ୍ଡାପାନୀୟ ଜଳ ଶିକ୍ଷିତ ଯୁବକ ଯୁବତୀଙ୍କ ଲାଗି ମାଗଣାରେ ମାଟୁ ମାଉସ କମ୍ପ୍ୟୁଟର ସେଣ୍ଟର ବସଷ୍ଟାଣ୍ଡ ଗୃହ ପଞ୍ଚାୟତ କାର୍ଯ୍ୟାଳୟ ପ୍ରବେଶ ପଥରେ ନୂତନ ଗେଟ୍ ପ୍ରଭୃତି ରହିଛି ପାଞ୍ଚାୟତବାସୀକୌଣସି ରାଜନୈତିକ ଦଳ କିମ୍ଵା କାହାର ସାହାଯ୍ୟ ନ ଲୋଡ଼ି କିପରି ଗ୍ରାମପଞ୍ଚାତ ସବୁ ଗ୍ରାମରେ ବିକାଶ କରିହେବ ତାହା ପ୍ରମାଣିତ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଢେଙ୍କାନାଳରୁ ଅନନ୍ତ ମହାପାତ୍ରଙ୍କ ଖବର

Leave a Reply

Your email address will not be published. Required fields are marked *